Alirajpur State अलीराजपुर रियासत | ||||||
Princely State of British India | ||||||
| ||||||
| ||||||
Alirajpur State in the Imperial Gazetteer of India | ||||||
Capital | Alirajpur | |||||
History | ||||||
• | Established | 1437 | ||||
• | Independence of India | 1948 | ||||
Area | ||||||
• | 1941 | ୨,୧୬୫.୨୪ km2 (୮୩୬ sq mi) | ||||
Population | ||||||
• | 1941 | ୧,୧୨,୭୫୪ | ||||
Density | ୫୨.୧ /km2 (୧୩୪.୯ /sq mi) | |||||
Today part of | Madhya Pradesh, India | |||||
This article incorporates text from a publication now in the public domain: Chisholm, Hugh, ed. (1911). "Alirajpur". Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help)
|
ଆଲିରାଜପୁର... ରାଜ୍ୟ ବ୍ରିଟିଶ ଶାସନ କାଳର ଏକ ରାଜକୀୟ ରାଜ୍ୟ । ଏହା ଭୋପାୱାର ଏଜେନ୍ସିଦ୍ୱାରା ପରିଚାଳିତ ହାଉଥିଲା । ଏହାର ଆୟତନ 2165 ବର୍ଗ କିଲୋମିଟର ଓ 1901 ଜନଗଣନାରେ ଏହାର ଲୋକ ସଂଖ୍ୟା 50,185 ଥିଲା । ଆଲିରାଜପୁର ସହରରେ ଏହାର ରାଜଧାନୀ ଥିଲା । [୧]
ରାଠୋର ରାଜପୁତ ବଂଶର ଆନନ୍ଦା ଦେଓ 1437 ମସିହାରେ ଏହି ରାଜ୍ୟ ସ୍ଥାପନ କରିଥିଲେ । ସୁରେନ୍ଦ୍ର ସିଂହ ଏହି ରାଜ୍ୟର ଶେଷ ରାଜା ଥିଲେ । ରାଜ୍ୟ ଭାରତୀୟ ରାଜ୍ୟସଙ୍ଘରେ ମିଶ୍ରଣ ହେଲା ପରେ ସୁରେନ୍ଦ୍ର ସିଂହ ଭାରତର ରାଷ୍ଟ୍ରଦୂତ ଭ୍ୟାବରେ ସ୍ପେନକୁ ଯାଇଥିଲେ । 1947 ମସିହାରେ ଏହି ରାଜ୍ୟ ମଧ୍ୟ ଭାରତ ରାଜ୍ୟରେ ମିଶ୍ରଣ ହେଇ ପରେ 1956 ମସିହାରେ ମଧ୍ୟପ୍ରଦେଶରେ ରହିଲା ।
ରାଜ୍ୟର ପତାକା 12ଟି ଲାଲ ରଙ୍ଗ ଧାଡି ଥିବା ବେଳେ ରାଜାଙ୍କ ସ୍ୱତନ୍ତ୍ର ପତାକା ଥିଲା । [୨]
ରାଜ୍ୟର ଶାସକମାନେ ହିନ୍ଦୁ ଥିଲେ ଓ ସେମାନେ 11-ତୋପ ସମ୍ମାନ ଅଧିକାରୀ ଥିଲେ । [୩]