ମୂଳ ସ୍ଥାନ | ଭାରତ |
---|---|
ଅଞ୍ଚଳ ବା ରାଜ୍ୟ | ଓଡ଼ିଶା |
ମୁଖ୍ୟ ଉପାଦାନ | ଆଳୁ |
|
ପ୍ରଥମେ ଆଳୁ ଗୁଡ଼ିକୁ ଭଲ ଭାବରେ ଧୋଇ ତାକୁ ସିଜାଇ ଦିଅନ୍ତୁ।[୧][୨] ତାପରେ କରେଇ ବସାଇ ସେଥିରେ 1ରୁ 2 ଚାମୁଚ୍ ତେଲ ପକାଇ ଟିକିଏ ଜୀରା,ତେଜପତ୍ର ପକାଇ ମସଲା(ଅଦା,ରସୁଣ,ପିଆଜ ବଟା) ପକାଇ ଖରଡ଼ନ୍ଠୁ। ତାପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ ପକାଇ ସିଜା ଯାଇଥିବା ଆଳୁକୁ ଛୋଟ ଛୋଟ କରି କାଟି ସେଥିରେ ପକାନ୍ତୁ ଏବଂ ପାଣି ଦେଇ କିଛି ସମୟ ଫୁଟାନ୍ତୁ।ଏବେ ଏହା ପ୍ଲେଟରେ କାଢି ପରସନ୍ତୁ।[୩]