Clinical data | |
---|---|
Trade names | Strensiq |
Synonyms | ALXN-1215 |
AHFS/Drugs.com | monograph |
data |
|
Pregnancy category | |
Routes of administration | Subcutaneous injection |
Legal status | |
Legal status | |
Pharmacokinetic data | |
Bioavailability | 46–98% |
Elimination half-life | ~5 days |
Chemical and physical data | |
Formula | C7108H11008N1968O2206S56 |
Molar mass | ୧,୬୧,୧୨୫.୧୮ g·mol−1 |
ଆସଫୋଟେଜ ଆଲଫା, ବିକ୍ରୟ ନାମ ଷ୍ଟ୍ରେନସିକ, ଏକ ଔଷଧ ଯାହା ଶିଶୁମାନଙ୍କଠାରେ ଆରମ୍ଭ ହେଉଥିବା ହାଇପୋଫସଫାଟାସିଆ (HPP) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ହୁଏ । [୩] [୪] ଏହା ଚର୍ମ ତଳେ ଇଞ୍ଜେକ୍ସନ୍ ଆକାରରେ ଦିଆଯାଏ । [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଚର୍ମ ଲାଲ ହେବା, ଅଙ୍ଗମାନଙ୍କରେରେ ଯନ୍ତ୍ରଣା, ଜ୍ୱର, ଲାଇପୋଡିଷ୍ଟ୍ରୋଫି, ଆଲର୍ଜି ପ୍ରତିକ୍ରିୟା ଏବଂ ଇଞ୍ଜେକ୍ସନ ସ୍ଥାନରେ ବ୍ରୁଇ ହୋଇପାରେ । [୪] [୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି କିମ୍ବା ବୃକ୍ କର କାଲସିଫିକେସନ୍ ହୋଇପାରେ । [୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୧] ଏହା ଏକ ତନ୍ତୁ ଅଣ-ନିର୍ଦ୍ଦିଷ୍ଟ କ୍ଷାରୀୟ ଫସଫାଟେଜ୍ (ALP) ଏବଂ ଏହା ପ୍ରଭାବିତ ବ୍ୟକ୍ତିଙ୍କ ମଧ୍ୟରେ ଏହି ଏନଜାଇମ୍ ବଦଳାଇ କାର୍ଯ୍ୟ କରିଥାଏ । [୩]
୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆସଫୋଟେଜ୍ ଆଲଫା ଅନୁମୋଦିତ ହୋଇଥିଲା । [୪] ଯୁକ୍ତରାଜ୍ୟରେ ୮୦ମିଗ୍ରା ମାତ୍ରାର ୪ ସପ୍ତାହର ଔଷଧର ଖର୍ଚ୍ଚ ୨୦୨୧ରେ ୫୬,୫୦୦ ଡଲାର ଥିଲା । [୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୭୦,୨୦୦ ଡଲାର ଅଟେ । [୬]