ଆସେନାପାଇନ Trade names Saphris, Sycrest, Secuado, others Synonyms Asenapine maleate, ORG-5222 AHFS /Drugs.com monograph MedlinePlus a610015 data
Pregnancy category Routes of administration Under the tongue Legal status
AU : S4 (Prescription only)
UK : POM (Prescription only) [ ୨]
US : ℞-only
EU : Rx-only [ ୧]
Bioavailability 35% (sublingual), <2% (by mouth)[ ୩] [ ୪] [ ୨] [ ୫] Protein binding 95%[ ୩] [ ୪] [ ୨] [ ୫] Metabolism hepatic (glucurinodation by UGT1A4 and oxidative metabolism by CYP1A2 )[ ୩] [ ୪] [ ୨] [ ୫] Elimination half-life 24 hours[ ୩] [ ୪] [ ୨] [ ୫] Excretion Kidney (50%), Faecal (40%; ~5–16% as unchanged drug in faeces)[ ୩] [ ୪] [ ୨] [ ୫]
(3aRS ,12bRS )-rel -5-Chloro-2,3,3a,12b-tetrahydro- 2-methyl-1H -dibenz[2,3:6,7]oxepino[4,5-c]pyrrole
ECHA InfoCard 100.059.828 Formula C 17 H 16 Cl N O Molar mass ୨୮୫.୭୭ g·mol−1 3D model (JSmol )
Clc4cc2c(Oc1c(cccc1)[C@@H]3CN(C[C@@H]23)C)cc4
InChI=1S/C17H16ClNO/c1-19-9-14-12-4-2-3-5-16(12)20-17-7-6-11(18)8-13(17)15(14)10-19/h2-8,14-15H,9-10H2,1H3/t14-,15-/m0/s1
Y Key:VSWBSWWIRNCQIJ-GJZGRUSLSA-N
Y
ଆସେନାପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସଫ୍ରିସ୍, ହେଉଛି ସିଜୋଫ୍ରେ ନିଆ ଓ ବାଇପୋଲାର ଡିଜଅର୍ଡରର ମାନିଆର ଚିକିତ୍ସା ପାଇଁ ବ୍ୟବହୃତ ଏକ ଆଟିପିକାଲ୍ ଆଣ୍ଟିସାଇକୋଟିକ୍ ଔଷଧ ।[ ୬] [ ୧] ଡିମେନ୍ସିଆ ସମ୍ବନ୍ଧୀୟ ସାଇକୋସିସ ଥିବା ବୟସ୍କ ବ୍ୟକ୍ତିଙ୍କୁ ଏହି ଔଷଧ ଦେଲେ ମୃତ୍ୟୁ ଆଶଙ୍କା ଅଧିକ ହୋଇପାରେ। [ ୬] ଏହା ଜିଭ ତଳେ ଦେଇ ବ୍ୟବହୃତ ହୁଏ [ ୭]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ଓଜନ ବୃଦ୍ଧି, ଗତିବିଧି ସମସ୍ୟା ଏବଂ ପାଟି ମଧ୍ୟରେ କାଲୁଆ ହୋଇପାରେ । [ ୬] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଷ୍ଟ୍ରୋକ , ନିଉରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ , ଟାର୍ଡିଭ୍ ଡିସକାଇନେସିଆ , ମହୁମେହ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ବାତ ଏବଂ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ହୋଇପାରେ। [ ୬] ଏହା କିପରି କାମ କରେ ତାହା ସ୍ପଷ୍ଟ ନୁହେଁ, କିନ୍ତୁ ସେରୋଟୋନିନ୍ ଏବଂ ଡୋପାମାଇନ୍ ରିସେପ୍ଟରଗୁଡିକୁ ଅବରୋଧ କରିବା ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । [ ୧]
୨୦୦୯ ମସିହାରେ ଆମେରିକାରେ ଏବଂ ୨୦୧୦ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଆସେନାପାଇନ ଅନୁମୋଦିତ ହୋଇଥିଲା। [ ୬] [ ୧] ପ୍ରଥମ ଜେନେରିକ୍ ସଂସ୍କରଣ ୨୦୨୦ରେ ଅନୁମୋଦିତ ହୋଇଥିଲା ।[ ୮] ଯୁକ୍ତରାଜ୍ୟରେ ୨୦୨୧ରେ ପ୍ରତି ମାସରେ ପ୍ରାୟ £୧୦୦ ପାଉଣ୍ଡ ଏଥିପାଇଁ ଖର୍ଚ୍ଚ ହୁଏ । [ ୯] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୨୦୦ ଡଲାର ଅଟେ । [ ୧୦]
↑ ୧.୦ ୧.୧ ୧.୨ ୧.୩ "Sycrest EPAR" . European Medicines Agency (EMA) . Archived from the original on 15 August 2020. Retrieved 9 September 2020 .
↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Sycrest 5mg sublingual tablets - Summary of Product Characteristics (SmPC)" . (emc) . Archived from the original on 23 September 2020. Retrieved 9 September 2020 .
↑ ୩.୦ ୩.୧ ୩.୨ ୩.୩ ୩.୪ "Product Information Saphris (asenapine maleate)" (PDF) . TGA eBusiness Services . Merck Sharp & Dohme (Australia) Pty Limited. 14 January 2013. Archived from the original on 2 April 2019. Retrieved 23 October 2013 .
↑ ୪.୦ ୪.୧ ୪.୨ ୪.୩ ୪.୪ "Saphris (asenapine maleate) tablet" . DailyMed . Organon Pharmaceuticals. March 2013. Archived from the original on 3 December 2013. Retrieved 23 October 2013 .
↑ ୫.୦ ୫.୧ ୫.୨ ୫.୩ ୫.୪ "Product information Sycrest – EMEA/H/C/001177 –II/0012" (PDF) . European Medicines Agency . N.V. Organon. 21 February 2013. Archived (PDF) from the original on 28 July 2017. Retrieved 23 October 2013 .
↑ ୬.୦ ୬.୧ ୬.୨ ୬.୩ ୬.୪ "DailyMed - SAPHRIS- asenapine maleate tablet" . dailymed.nlm.nih.gov . Archived from the original on 13 November 2021. Retrieved 16 January 2022 .
↑ "Asenapine" . LiverTox: Clinical and Research Information on Drug-Induced Liver Injury . National Institute of Diabetes and Digestive and Kidney Diseases. 2012. Archived from the original on 16 January 2022. Retrieved 16 January 2022 .
↑ Research, Center for Drug Evaluation and (23 February 2021). "2020 First Generic Drug Approvals" . FDA (in ଇଂରାଜୀ). Archived from the original on 26 September 2021. Retrieved 16 January 2022 .
↑ BNF 81: March-September 2021 . BMJ Group and the Pharmaceutical Press. 2021. p. 376. ISBN 978-0857114105 .
↑ "Asenapine Prices, Coupons & Savings Tips" . GoodRx (in ଆମେରିକୀୟ ଇଂରାଜୀ). Archived from the original on 23 October 2016. Retrieved 16 January 2022 .