ଆସୱାରି ଯୋଶୀ

ଆସୱାରି ଯୋଶୀ
୨୦୧୧ ମସିହାରେ ଆସୱାରି ଯୋଶୀ
ଜନ୍ମ
ଆସୱାରି ଯୋଶୀ

ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୬–୨୦୨୩

ଆସୱାରି ଯୋଶୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ଅନେକ ମରାଠୀ ଭାଷାର କଥାଚିତ୍ର ଓ ଧାରାବାହିକରେ ଅଭିନୟ କରିଛନ୍ତି । ସେ ହିନ୍ଦୀ ଟିଭି ଧାରାବାହିକ ଅଫିସ ଅଫିସରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ।[] ସେ ହିନ୍ଦୀ କଥାଚିତ୍ର ଓମ୍ ଶାନ୍ତି ଓମ୍‌ରେ ଲଭ୍‌ଲି କପୁର ଭୂମିକାରେ ଅଭିନୟ କରିଛନ୍ତି । ସେ ଡିଜ୍‌ନି ଚ୍ୟାନେଲରେ ପ୍ରସାରିତ ହିନ୍ଦୀ ଧାରାବାହିକ ଶେକ୍ ଇଟ୍ ଅପ୍‌ରେ ତାଙ୍କ ଭୂମିକା ପାଇଁ ମଧ୍ୟ ଜଣାଶୁଣା, ଯାହାକି ଆମେରିକୀୟ କାର୍ଯ୍ୟକ୍ରମ ଶେକ୍ ଇଟ୍ ଅପ୍‌ର ଭାରତୀୟ ସଂସ୍କରଣ ଅଟେ ।

ରାଜନୈତିକ ଜୀବନ

[ସମ୍ପାଦନା]

୨୦୨୧ ମସିହାରେ ଆସୱାରି ଯୋଶୀ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ । ଏହାର ବର୍ଷକ ପରେ, ସେ ୨୦୨୨ ଅପ୍ରେଲରେ ନ୍ୟାସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ରେ ଯୋଗ ଦେଇଥିଲେ ।[]

  1. "Meet the characters of Naya Office Office". Rediff.com. July 21, 2006. Archived from the original on 3 April 2018. Retrieved 2019-06-18.
  2. "Who is Asawari Joshi? Renowned Marathi actress who joined the NCP".

ବାହାର ଲିଙ୍କ୍

[ସମ୍ପାଦନା]