![]() | |
Clinical data | |
---|---|
Trade names | Firazyr |
Synonyms | Hoe 140, JE 049[୧] |
AHFS/Drugs.com | monograph |
data | |
Pregnancy category |
|
Routes of administration | Subcutaneous |
Legal status | |
Legal status | |
Identifiers | |
| |
Chemical and physical data | |
Formula | C59H89N19O13S |
Molar mass | ୧,୩୦୪.୫୪ g·mol−1 |
3D model (JSmol) | |
| |
| |
(verify) |
ଇକାଟିବାଣ୍ଟ, ଫିରାଜିର ବ୍ରାଣ୍ଡ ନାମରେ ବିକ୍ରି ହେଉଛି, ଏକ ଔଷଧ ଯାହା ଯଥେଷ୍ଟ ପରିମାଣର ସି୧-ଇଷ୍ଟରେଜ ଇନହିବିଟର ନଥିବା ଲୋକଙ୍କ ମଧ୍ୟରେ ବଂଶଗତ ଆଞ୍ଜିଓଇଡିମା (ଏଚଏଇ/HAE) ଆକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] [୨] ଏସିଇ ଇନହିବିଟର କାରଣରୁ ହେଉଥିବା ଆଞ୍ଜିଓଇଡିମା ପାଇଁ ଏହା ପ୍ରଭାବଶାଳୀ ହେବା ଦେଖାଯାଏ ନାହିଁ ।[୪] [୫] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ସ୍ଥାନରେ ଲାଲ ରଙ୍ଗ, ଗଲୁ ଏବଂ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ମୁଣ୍ଡବିନ୍ଧା ଏବଂ ବାନ୍ତି ହୋଇପାରେ ।[୬] ଗର୍ଭାବସ୍ଥାରେ ଏହି ଔଷଧ ଜନିତ ସୁରକ୍ଷା ଅସ୍ପଷ୍ଟ ଅଟେ | [୭] ଏହା ଏକ ବ୍ରାଡିକାଇନିନ ବି 2 ରିସେପ୍ଟର ଇନହିବିଟର ।[୩]
୨୦୦୮ ମସିହାରେ ୟୁରୋପରେ ଏବଂ ୨୦୧୧ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇକାଟିବାଣ୍ଟ ଅନୁମୋଦିତ ହୋଇଥିଲା ।[୨] [୮] ଯୁକ୍ତରାଜ୍ୟରେ ଏହାର ପ୍ରତି ମାତ୍ରା ପାଇଁ ପ୍ରାୟ ୧,୪୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩,୬୦୦ ଡଲାର ଅଟେ ।[୯]
{{cite journal}}
: Unknown parameter |displayauthors=
ignored (|display-authors=
suggested) (help)