ଇଣ୍ଡାକାଟେରୋଲ |
|
|
Trade names | Arcapta, Onbrez, others |
---|
Synonyms | Indacaterol maleate |
---|
AHFS/Drugs.com | monograph |
---|
data |
|
---|
Pregnancy category | |
---|
Routes of administration | Inhalation |
---|
|
Legal status |
|
---|
|
- 5-[2-[(5,6-Diethyl-2,3-dihydro-1H-inden-2-yl)amino]-1-hydroxyethyl]-8-hydroxyquinolin-2(1H)-one
|
ECHA InfoCard | 100.218.577 |
---|
|
Formula | C24H28N2O3 |
---|
Molar mass | ୩୯୨.୫0 g·mol−1 |
---|
3D model (JSmol) | |
---|
O=C4/C=C\c1c(c(O)ccc1[C@@H](O)CNC3Cc2cc(c(cc2C3)CC)CC)N4
|
InChI=1S/C24H28N2O3/c1-3-14-9-16-11-18(12-17(16)10-15(14)4-2)25-13-22(28)19-5-7-21(27)24-20(19)6-8-23(29)26-24/h5-10,18,22,25,27-28H,3-4,11-13H2,1-2H3,(H,26,29)/t22-/m0/s1 YKey:QZZUEBNBZAPZLX-QFIPXVFZSA-N Y
|
|
ଇଣ୍ଡାକାଟେରୋଲ (ଇଂରାଜୀ ଭାଷାରେ Indacaterol), ଅନ୍ୟମାନଙ୍କ ମଧ୍ୟରେ ଅନବ୍ରେଜ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (COPD) ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] ଦିନକୁ ଥରେ ଶୁଖିଲା ପାଉଡର ଆଘ୍ରାଣ ସାହାଯ୍ୟରେ ଏହା ଦିଆଯାଏ ।[୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଛାତି ଯନ୍ତ୍ରଣା ଏବଂ କାଶ ହୋଇପାରେ ।[୬] ଆଜ୍ମା ରୋଗୀଙ୍କୁ ଦେଲେ ଏହା ଯୋଗୁ ମୃତ୍ୟୁ ଆଶଙ୍କା ବଢ଼ିଯାଇପାରେ। [୫] ଏହା ଏକ ଦୀର୍ଘ କାର୍ଯ୍ୟକାରୀ ବିଟା-ଆଡ୍ରେନୋସେପ୍ଟର ଆଗୋନିଷ୍ଟ (LABA) ଔଷଧ ।[୫]
୨୦୦୯ ମସିହାରେ ୟୁରୋପରେ ଏବଂ ୨୦୧୧ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇଣ୍ଡାକାଟେରୋଲକୁ ଅନୁମୋଦନ କରାଯାଇଥିଲା ।[୬] [୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୩୨ ପାଉଣ୍ଡ ଖର୍ଚ୍ଚ ହୁଏ ।[୭] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬୦ ଡଲାର ଅଟେ ।[୮]
- ↑ "Onbrez Breezhaler EPAR". European Medicines Agency (EMA). Archived from the original on 28 January 2021. Retrieved 20 January 2021.
- ↑ "Oslif Breezhaler EPAR". European Medicines Agency (EMA). Archived from the original on 28 January 2021. Retrieved 20 January 2021.
- ↑ "Hirobriz Breezhaler EPAR". European Medicines Agency (EMA). Archived from the original on 28 January 2021. Retrieved 20 January 2021.
- ↑ "Arcapta Neohaler (indacaterol) inhalation powder Initial U.S. Approval: 2011". DailyMed. 1 April 2020. Archived from the original on 15 June 2021. Retrieved 14 June 2021.
- ↑ ୫.୦ ୫.୧ ୫.୨ ୫.୩ ୫.୪ "Indacaterol Monograph for Professionals". Drugs.com (in ଇଂରାଜୀ). Archived from the original on 22 January 2021. Retrieved 26 November 2021.
- ↑ ୬.୦ ୬.୧ "Onbrez Breezhaler". Archived from the original on 28 January 2021. Retrieved 26 November 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 267. ISBN 978-0857114105.
- ↑ "Indacaterol Prices, Coupons & Savings Tips - GoodRx". GoodRx. Retrieved 26 November 2021.