![]() | |
Clinical data | |
---|---|
Trade names | Ventavis, Ilomedine, others |
AHFS/Drugs.com | monograph |
MedlinePlus | a612032 |
data | |
Routes of administration | Inhaled; Intravenous |
Legal status | |
Legal status |
|
Pharmacokinetic data | |
Bioavailability | Unclear |
Metabolism | β-oxidation |
Elimination half-life | 20–30 minutes |
Identifiers | |
| |
ECHA InfoCard | 100.163.887 |
Chemical and physical data | |
Formula | C22H32O4 |
Molar mass | ୩୬୦.୪୯ g·mol−1 |
3D model (JSmol) | |
| |
| |
(verify) |
ଇଲୋପ୍ରୋଷ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନମ ଭେଣ୍ଟାଭିସ, ହେଉଛି ଏକ ଔଷଧ ଯାହା ଫୁସଫୁସ ଉଚ୍ଚ ରକ୍ତଚାପ (PAH), ରେନଡ ସିଣ୍ଡ୍ରୋମ ଏବଂ କ୍ରନିକ୍ ଅଙ୍ଗ ଇସକେମିଆର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ତୁଷାରକ୍ଷତ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୩] ଏହା ପ୍ରଶ୍ୱାସରେ କିମ୍ବା ଶିରାରେ ଇଞ୍ଜେକସନ ଆକରରେ ଦିଆପାରେ ।[୨]
ପ୍ରଶ୍ୱାସପ୍ରାପ୍ତ ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଦେହ ଲାଲ ପଡ଼ିବା, ରକ୍ତସ୍ରାବ, ଛାତି ଯନ୍ତ୍ରଣା, ଅଇ, କାଶ ଏବଂ ଫୁଲା ହୋଇପାରେ । [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ ଓ ସ୍ୱଳ୍ପ ପ୍ରାଟେଲାଟ ହୋଇପାରେ ।[୨] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ, କିନ୍ତୁ ଏହାର ଉପକାର ଦେଖି ବ୍ୟବହାରକୁ ଯଥାର୍ଥ ବ୍ୟବହାର କରାଯାଇପାରେ ।[୫] ଏହା ପ୍ରୋଷ୍ଟାସାଇକ୍ଲିନ୍ର ଏକ ଉତ୍ପାଦିତ ଆକାର ଯାହା ରକ୍ତ ନଳୀଗୁଡିକୁ ବିସ୍ତାର କରିଥାଏ ।[୧] [୪]
ଇଲୋପ୍ରୋଷ୍ଟ ୨୦୦୩ ମସିହାରେ ୟୁରୋପରେ ଏବଂ ୨୦୦୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା ।[୪] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ୫୦ ମାଇକ୍ରୋଗ୍ରାମ୍ ଇଞ୍ଜେକ୍ସନ୍ ପାଇଁ ମୂଲ୍ୟ ପାଉଣ୍ଡ ଥିବାବେଳେ ୧୦ ମାଇକ୍ରୋଗ୍ରାମ୍ ପ୍ରଶ୍ୱାସ ଆକାର ପାଇଁ ୨୦୨୧ ସୁଦ୍ଧା ପ୍ରାୟ ୧୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ [୨] ଯୁକ୍ତରାଷ୍ଟ୍ରରେ ପ୍ରଶ୍ୱାସ ଆକାରର ମୂଲ୍ୟ ୧୪୦ ଡଲାର ଥିଲା ।[୬]