Isavuconazonium |
|
Trade names | Cresemba |
---|
Synonyms | Isavuconazonium sulfate |
---|
AHFS/Drugs.com | monograph |
---|
Pregnancy category |
- AU: D [୧]
- US: N (Not classified yet) [୧]
|
---|
Routes of administration | By mouth, intravenous (IV) |
---|
|
Legal status |
- AU: S4 (Prescription only)
- US: ℞-only [୨]
- ℞ (Prescription only)
|
---|
|
Formula | C35H35F2N8O5S |
---|
Molar mass | ୭୧୭.୭୭ g·mol−1 |
---|
3D model (JSmol) | |
---|
C[C@@H](c1nc(cs1)c2ccc(cc2)C#N)[C@](Cn3c[n+](cn3)C(C)OC(=O)N(C)c4c(cccn4)COC(=O)CNC)(c5cc(ccc5F)F)O.OS(=O)(=O)[O-]
|
InChI=1S/C35H35F2N8O5S.H2O4S/c1-22(33-42-30(18-51-33)25-9-7-24(15-38)8-10-25)35(48,28-14-27(36)11-12-29(28)37)19-45-21-44(20-41-45)23(2)50-34(47)43(4)32-26(6-5-13-40-32)17-49-31(46)16-39-3;1-5(2,3)4/h5-14,18,20-23,39,48H,16-17,19H2,1-4H3;(H2,1,2,3,4)/q+1;/p-1/t22-,23?,35+;/m0./s1 Key:LWXUIUUOMSMZKJ-KLFWAVJMSA-M
|
|
ଇସାଭୁକୋନାଜୋନିଅମ (ଇଂରାଜୀ ଭାଷାରେ Isavuconazonium), କ୍ରେସମ୍ବା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆସ୍ପର୍ଗିଲୋସିସ୍ ଏବଂ ମ୍ୟୁକୋର୍ମାଇକୋସିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] [୨] ମ୍ୟୁକୋର୍ମାଇକୋସିସ୍ ପାଇଁ ଯେତେବେଳେ ଆମ୍ଫୋଟେରିସିନ୍ ବି ଉପଯୁକ୍ତ ନୁହେଁ ସେତେବେଳେ ଏହା ବ୍ୟବହୃତ ହୁଏ । [୪] ଏହା ପାଟିରେ ଦିଆଯାଇପାରେ କିମ୍ବା ଧୀରେ ଧୀରେ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ବାନ୍ତି, ଅଣନିଶ୍ୱାସ, ପେଟ ଯନ୍ତ୍ରଣା, ତରଳ ଝାଡ଼ା, ମୁଣ୍ଡବିନ୍ଧା, କମ୍ ରକ୍ତ ପୋଟାସିୟମ୍ ଏବଂ ରାସ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ ଏବଂ ଛୋଟ କ୍ୟୁଟି (QT) ଅନ୍ତର୍ଭୁକ୍ତ ହୋଇପାରେ ।[୨] [୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଟ୍ରାଇଜୋଲ୍ ଶ୍ରେଣୀର ଏକ କବକରୋଧୀ ଔଷଧ ଏବଂ ଶରୀରରେ ଇସାଭ୍ୟୁକୋନାଜୋଲରେ ପରିଣତ ହେବା ପରେ କାମ କରେ ।[୬]
୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇସାଭ୍ୟୁକୋନାଜୋନିଅମ୍ ଅନୁମୋଦିତ ହୋଇଥିଲା ।[୫] [୩] ଯୁକ୍ତରାଜ୍ୟରେ ୨୦୦୧ ସୁଦ୍ଧା ୨୦୦ ମିଗ୍ରାର ଏକ ଭାଏଲର ମୂଲ୍ୟ ୩୦୦ ଡଲାର ଖର୍ଚ୍ଚ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୫୦ ଡଲାର ଅଟେ ।[୭]
- ↑ ୧.୦ ୧.୧ "Isavuconazonium (Cresemba) Use During Pregnancy". Drugs.com. 31 January 2020. Archived from the original on 2 December 2020. Retrieved 26 August 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Cresemba- isavuconazonium sulfate capsule Cresemba- isavuconazonium sulfate injection, powder, lyophilized, for solution". DailyMed. 2 December 2019. Archived from the original on 30 March 2021. Retrieved 26 August 2020.
- ↑ ୩.୦ ୩.୧ ୩.୨ "Cresemba". Archived from the original on 10 August 2020. Retrieved 28 November 2021.
- ↑ ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 635. ISBN 978-0857114105.
- ↑ ୫.୦ ୫.୧ "Isavuconazonium Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 26 November 2021.
- ↑ Wilkes, Gail M.; Barton-Burke, Margaret (2019). 2020-2021 Oncology Nursing Drug Handbook (in ଇଂରାଜୀ). Jones & Bartlett Learning. pp. 1874–1876. ISBN 978-1-284-17132-7. Archived from the original on 2021-09-05. Retrieved 2021-09-05.
- ↑ "Cresemba Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 April 2020. Retrieved 28 November 2021.