ଉଜ୍ୱଳ ଚୋପ୍ରା | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୦୫–ଏବେଯାଏଁ |
ଉଜ୍ୱଳ ଚୋପ୍ରା ଜଣେ ଭାରତୀୟ ଅଭିନେତା, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଆଦିରେ କାମ କରନ୍ତି ।[୧][୨][୩] ସେ ସଞ୍ଜୟ ଲୀଲା ଭନ୍ସାଲୀଙ୍କ ପଦ୍ମାବତରେ ଗୋରା ସିଂହଙ୍କ ଚରିତ୍ରରେ ଅଭିନୟ କରିଥିଲେ,[୪][୫] ଏବଂ ସ୍ପେଶାଲ ୨୬ରେ ସୋଲଙ୍କି ଭୂମିକାରେ ଅଭିନୟ କରିଥିଲେ ।[୬]
ଉଜ୍ୱଳ ଜଣେ ମଡେଲ୍ ଭାବରେ ଦୂରଦର୍ଶନ ବିଜ୍ଞାପନରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୦୩ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ୱେସା ଭି ହୋତା ହୈ ୨ । ଏହାପରେ ସେ ହାଇଜାକ୍ (୨୦୦୮), ଲଭ୍ ଖିଚଡ଼ି (୨୦୦୯), ବିଟୁ ବସ୍ (୨୦୧୨), ମ୍ୟାକ୍ସିମମ୍ (୨୦୧୨) ଏବଂ ସ୍ପେଶାଲ୍ ୨୬ (୨୦୧୩) ।[୭]
ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୫ | ସେହର | ଇନ୍ସପେକ୍ଟର ସୟଦ | |
୨୦୦୮ | ହାଇଜାକ୍ | ||
୨୦୦୯ | ଲଭ୍ ଖିଚ୍ଡ଼ି | ବିକାଶ ଶର୍ମା | |
୨୦୧୩ | ସ୍ପେସାଲ୍ ୨୬ | ସୋଲଙ୍କି | |
ବିଟୁ ବସ୍ | |||
୨୦୧୭ | ରଙ୍ଗୁନ୍ | ||
ଟେକ୍ ଅଫ୍ | ୟସୁପ୍ | ମାଲାୟାଲମ କଥାଚିତ୍ର | |
୨୦୧୮ | ପଦ୍ମାବତ୍ | ଗୋରା ସିଂହ | |
୨୦୧୯ | ଉରି: ସର୍ଜିକାଲ୍ ଷ୍ଟ୍ରାଇକ୍ | ସହିଦ ଖାନ | |
୨୦୨୨ | ଗଜାବ ଥାଇ ଗୟୋ! | ରଘୁରାମ | ଗୁଜରାଟୀ ଚଳଚ୍ଚିତ୍ର |