ଉପାଡାସିଟିନିବ Trade names Rinvoq Synonyms ABT-494 AHFS /Drugs.com monograph MedlinePlus a619051 data
Pregnancy category
AU : D
US : N (Not classified yet) [୧]
Routes of administration By mouth Legal status
AU : S4 (Prescription only)
UK : POM (Prescription only) [୩]
US : ℞-only [୪]
EU : Rx-only [୨]
℞ (Prescription only)
Protein binding 52% Metabolism Hepatic (CYP3A major, CYP2D6 minor)[୫] Metabolites M4, an acyl glucuronide Elimination half-life 9–14[୬] (6–15[୫] ) hours Excretion Mainly unchanged in feces (38%) and urine (24%)[୬]
(3S ,4R )-3-Ethyl-4-(3H -imidazo[1,2-a ]pyrrolo[2,3-e ]pyrazin-8-yl)-N -(2,2,2-trifluoroethyl)pyrrolidine-1-carboxamide
Formula C 17 H 19 F 3 N 6 O Molar mass ୩୮୦.୩୮ g·mol−1 3D model (JSmol )
CCC1CN(CC1C2=CN=C3N2C4=C(NC=C4)N=C3)C(=O)NCC(F)(F)F
InChI=1S/C17H19F3N6O/c1-2-10-7-25(16(27)24-9-17(18,19)20)8-11(10)13-5-22-14-6-23-15-12(26(13)14)3-4-21-15/h3-6,10-11,21H,2,7-9H2,1H3,(H,24,27)/t10-,11+/m1/s1
Y Key:WYQFJHHDOKWSHR-MNOVXSKESA-N
Y
ଉପାଡାସିଟିନିବ, ଏକ ବେପାର ନାମ ରିନାଭୋକ, ବ୍ରାଣ୍ଡ ହେଉଛି ଏକ ଔଷଧ ଯାହା ମଧ୍ୟମରୁ ଗୁରୁତର ଧରଣର ରିଉମାଟଏଡ ଆର୍ଥ୍ରାଇଟିସ ର (RA) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେଉଁଠାରେ ମେଟୋଟ୍ରେକ୍ସେଟ୍ ଯଥେଷ୍ଟ ପ୍ରଭାବଶାଳୀ ହୁଏନି ।[୭] ଏହି ରୋଗରେ ପାରମ୍ପରିକ ଔଷଧ ସହିତ ଏକତ୍ର ବ୍ୟବହୃତ ହୋଇପାରେ କିନ୍ତୁ ଇମ୍ୟୁନୋସପ୍ରେସିଭ୍ ଏଜେଣ୍ଟ ସହିତ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ ।[୭] ଏହା ପାଟିରେ ଦିଆଯାଏ ।[୭]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ଯେପରିକି ଶର୍ଦ୍ଦି , ଅଇ, କାଶ ଏବଂ ଜ୍ୱର ହୋଇପାରେ ।[୮] [୭] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗମ୍ଭୀର ସଂକ୍ରମଣ, ରକ୍ତ ଜମାଟ ବାନ୍ଧିବା ଏବଂ କର୍କଟ ରୋଗ ହୋଇପାରେ । [୭] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୭] ସକ୍ରିୟ ଯକ୍ଷ୍ମା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ। [୯] ଜାନୁସ କାଇନେଜ ନାମକ ଏନଜାଇମର କାର୍ଯ୍ୟକୁ ଅବରୋଧ କରି ଉପାଡାସିଟିନିବ କାର୍ଯ୍ୟକ୍ଷମ ହୁଏ ଯାହାଦ୍ୱାରା ପ୍ରଦାହ କମିଯାଏ ।[୭] [୮]
୨୦୧୯ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଉପାଡାସିଟିନିବ କୁ ଅନୁମୋଦନ କରାଯାଇଥିଲା ।[୭] [୮] ଯୁକ୍ତରାଷ୍ଟ୍ରରେ ଏହି ଔଷଧର ମୁଲ୍ଲ୍ୟ ୨୦୧୯ ମସିହାରେ ୧୮୦୦୦ ଡଲାର ଥିଲା । ୨୦୨୧ସୁଦ୍ଧା ଯୁକ୍ତରାଜ୍ୟରେ ଏହାର ବର୍ଷକୁ ମୂଲ୍ୟ ପ୍ରାୟ ୧୦,୫୦୦ ପାଉଣ୍ଡ ଥିଲା ।[୧୦] [୧୧] [୯]
↑ ୧.୦ ୧.୧ "Upadacitinib (Rinvoq) Use During Pregnancy" . Drugs.com . 23 September 2019. Archived from the original on 18 March 2020. Retrieved 17 March 2020 .
↑ "Rinvoq EPAR" . European Medicines Agency (EMA) . 16 October 2019. Archived from the original on 20 October 2020. Retrieved 29 April 2020 .
↑ "Rinvoq 15 mg prolonged-release tablets - Summary of Product Characteristics (SmPC)" . (emc) . 1 March 2020. Archived from the original on 27 August 2021. Retrieved 22 August 2020 .
↑ "Rinvoq- upadacitinib tablet, extended release" . DailyMed . 1 March 2020. Archived from the original on 27 August 2021. Retrieved 29 April 2020 .
↑ ୫.୦ ୫.୧ Mohamed MF, Camp HS, Jiang P, Padley RJ, Asatryan A, Othman AA (December 2016). "Pharmacokinetics, Safety and Tolerability of ABT-494, a Novel Selective JAK 1 Inhibitor, in Healthy Volunteers and Participants with Rheumatoid Arthritis". Clinical Pharmacokinetics . 55 (12): 1547–1558. doi :10.1007/s40262-016-0419-y . PMID 27272171 . S2CID 39036534 .
↑ ୬.୦ ୬.୧ "Rinvoq: EPAR – Public assessment report" (PDF) . European Medicines Agency . 2020-03-05. Archived (PDF) from the original on 2020-07-21. Retrieved 2021-06-05 .
↑ ୭.୦ ୭.୧ ୭.୨ ୭.୩ ୭.୪ ୭.୫ ୭.୬ ୭.୭ "Upadacitinib Monograph for Professionals" . Drugs.com (in ଇଂରାଜୀ). Archived from the original on 22 August 2021. Retrieved 13 September 2021 .
↑ ୮.୦ ୮.୧ ୮.୨ "Rinvoq" . Archived from the original on 20 October 2020. Retrieved 13 September 2021 .
↑ ୯.୦ ୯.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1169. ISBN 978-0-85711-369-6 .{{cite book }}
: CS1 maint: date format (link )
↑ Pharmacoeconomic Review Report: Upadacitinib (Rinvoq): (AbbVie): Indication: For the treatment of adults with moderately to severely active rheumatoid arthritis who have had an inadequate response or intolerance to methotrexate . Canadian Agency for Drugs and Technologies in Health. 2020. Archived from the original on 23 September 2021. Retrieved 13 September 2021 .
↑ "Rinvoq Prices, Coupons & Patient Assistance Programs" . Drugs.com (in ଇଂରାଜୀ). Archived from the original on 16 January 2021. Retrieved 13 September 2021 .