ଋତୁ ବେରୀ
ଜନ୍ମ ୩ ମଇ ବୃତ୍ତି(ସମୂହ) ଫ୍ୟାଶନ୍ ଡିଜାଇନର୍, ପରାମର୍ଶଦାତା ରିଷିହୁଡ୍ ବିଶ୍ୱବିଦ୍ୟାଳୟ Label ଋତୁ ବେରୀ ପୁରସ୍କାର
ଫ୍ରାନ୍ସ ସରକାରଙ୍କଦ୍ୱାରା Chevalier de l'Ordre des Arts et des Lettres [ ୧]
ସ୍ପେନ ସରକାରଙ୍କଦ୍ୱାରା ଲେଡି ଅଫ୍ ଅର୍ଡର ଅଫ୍ ସିଭିଲ୍ ମେରିଟ୍[ ୨]
ଋତୁ ବେରୀ ଜଣେ ଭାରତୀୟ ଫ୍ୟାଶନ ଡିଜାଇନର ଅଟନ୍ତି । ମାର୍ଚ୍ଚ ୨୦୦୨ ମସିହାରେ ସେ ଫ୍ରେଞ୍ଚ ଫ୍ୟାଶନ ବ୍ରାଣ୍ଡ, ଜାନ-ଲୁଇ ସ୍କେରେର [ ୩] ର ରେଡି ଟୁ ୱେୟାର ବିଭାଗର ମୁଖ୍ୟ ହୋଇଥିଲେ ।
ସେ ଭାରତର ବିଳାସପୂର୍ଣ୍ଣ ଶିଳ୍ପରେ ସୃଜନଶୀଳତା ଏବଂ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅଣ-ଲାଭକାରୀ ସଂସ୍ଥା "ଦି ଲକ୍ସରୀ ଲିଗ୍" ଆରମ୍ଭ କରିଥିଲେ ।[ ୪] ସେ ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଏକ ଅଂଶ ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ (କେଭିଆଇସି)ର ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ ।[ ୫]
ସେ ରିଷିହୁଡ୍ ବିଶ୍ୱବିଦ୍ୟାଳୟର ଜଣେ ପରାମର୍ଶଦାତା ମଧ୍ୟ ଅଟନ୍ତି ।[ ୬]
ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ୨୦୦୪ ମସିହାରେ ସେ ରପ୍ତାନିକାରୀ ବବି ଚଢ଼ାଙ୍କୁ ବିବାହ କରିଥିଲେ ।[ ୭] ତାଙ୍କ ପିତା ବଳବୀର ସିଂହ ବେରୀ ଜଣେ ପୂର୍ବତନ ସେନା ଅଧିକାରୀ ଅଟନ୍ତି । ତାଙ୍କ ମା' ଇନ୍ଦୁ ବେରୀ ଜଣେ ଉଦ୍ୟୋଗୀ ଅଟନ୍ତି ।
୨୦୦୦ ମସିହାରେ, ବେରୀ ଫ୍ରେଞ୍ଚ ଫ୍ୟାଶନ ହାଉସର ମୁଖ୍ୟ ହୋଇଥିଲେ । ଜାନ ଲୁଇ ସ୍କେରେର, ସେମାନଙ୍କର ପ୍ରେଟ-ଏ-ପୋର୍ଟର କଲେକସନକୁ ଡିଜାଇନ କରିଥିଲେ ।
୨୦୧୦ ମସିହାରେ ଫ୍ରାନ୍ସ ସରକାରଙ୍କଦ୍ୱାରା ଋତୁ ବେରୀଙ୍କୁ ଚେଭାଲିଅର୍ ଡେସ ଆର୍ଟ ଏଟ ଡେସ୍ ଲେଟ୍ରେସ୍ (ନାଇଟ୍ ଅଫ୍ ଅର୍ଡର ଅଫ୍ ଆର୍ଟ ଆଣ୍ଡ ଲେଟର୍ସ) ପ୍ରଦାନ କରାଯାଇଥିଲା ।[ ୮]
୯ ଏପ୍ରିଲ ୨୦୧୬ ମସିହାରେ, ବେରୀ ଦୁଇଟି ପୁସ୍ତକ ଉନ୍ମୋଚନ କରିଥିଲେ; ଡିଜାଇନ୍ସ ଅଫ ରେଷ୍ଟଲେସ ମାଇଣ୍ଡ ଏବଂ ଫାୟାର ଅଫ ଏ ରେଷ୍ଟଲେସ ମାଇଣ୍ଡ ।[ ୯] [ ୧୦]
↑ "Ritu Beri gets French honour - | Photo1 | India Today |" . indiatoday.intoday.in . Retrieved 2016-08-05 .
↑ IANS (29 November 2014). "Designer Ritu Beri gets Spain honour" . Retrieved 2016-08-05 .
↑ "rediff.com: Ritu Beri takes over at Scherrer" . www.rediff.com . Retrieved 2016-07-28 .
↑ "How Ritu Beri is putting India's luxury labels on the global map" . VOGUE India (in ଆମେରିକୀୟ ଇଂରାଜୀ). 18 January 2016. Retrieved 2016-08-05 .
↑ IANS. "Need to make Khadi the fabric of the moment: Ritu Beri" . Times of India . Archived from the original on 30 December 2016. Retrieved 18 May 2018 .
↑ Admin, India Education Diary Bureau (2020-08-05). "Rishihood University gears up to host 'Atmanirbhar Bharat Summit' – a two-day virtual event" . India Education,Education News India,Education News | India Education Diary (in ଆମେରିକୀୟ ଇଂରାଜୀ). Archived from the original on 2021-02-07. Retrieved 2021-02-02 .
↑ "Designer Ritu Beri marries Bobby Chadha" . www.indiatraveltimes.com . Retrieved 2016-08-05 .
↑ "Ritu Beri conferred French honour" . Deccan Herald . 22 October 2010. Retrieved 2016-08-05 .
↑ "Fashion designer Ritu Beri launches two books" . 2016-04-10. Retrieved 2016-08-05 .
↑ Beri, Ritu (2016-01-01). The Designs of a Restless Mind (in English) (1ST ed.). Limited Edition an Imprint of Academic Foundation. ISBN 9789332703582 . {{cite book }}
: CS1 maint: unrecognized language (link )
↑ ANI (19 July 2016). "Power Brands 2016 launched with special issue of Sunday Indian on Niti Aayog" . Retrieved 2016-08-20 .
↑ IANS (29 November 2014). "Designer Ritu Beri gets Spain honour" . Retrieved 2016-08-05 .
↑ "Ritu Beri gets French honour - | Photo1 | India Today |" . indiatoday.intoday.in . Retrieved 2016-08-05 .