Clinical data | |
---|---|
Pronunciation | /ɛksˈtændi/ eks-TAN-dee |
Trade names | Xtandi |
Synonyms | MDV-3100; ASP-9785 |
AHFS/Drugs.com | monograph |
MedlinePlus | a612033 |
data |
|
Pregnancy category | |
Routes of administration | By mouth (capsules)[୨][୩] |
Legal status | |
Legal status | |
Pharmacokinetic data | |
Bioavailability | Rats: 89.7%[୪] Humans: unknown (but at least 84.6% based on recovery from excretion)[୫][୩] |
Protein binding | Enzalutamide: 97–98% (primarily to albumin)[୨] NDME: 95%[୨] |
Metabolism | Liver (primarily CYP2C8 and CYP3A4)[୨] |
Metabolites | • NDME (active)[୨][୩] • Carboxylic acid derivative metabolite (inactive)[୩] |
Elimination half-life | Enzalutamide: 5.8 days (range 2.8–10.2 days)[୨] NDME: 7.8–8.6 days[୨] |
Excretion | Urine: 71.0%[୩] Bile: 13.6%[୩] Feces: 0.39%[୩] |
Identifiers | |
| |
ECHA InfoCard | 100.231.722 |
Chemical and physical data | |
Formula | C21H16F4N4O2S |
Molar mass | ୪୬୪.୪୪ g·mol−1 |
3D model (JSmol) | |
| |
|
,
ଏଞ୍ଜାଲୁଟାମାଇଡ, ଏକ ବିକ୍ରୟ ନାମ ଟାଣ୍ଡି (Xtandi) ହେଉଛି ପ୍ରୋଷ୍ଟେଟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହାକାଷ୍ଟ୍ରେସନ୍-ପ୍ରତିରୋଧକ ପ୍ରୋଷ୍ଟେଟ୍ କର୍କଟ (mCRPC), ଏବଂ ମେଟାଷ୍ଟାଟିକ୍ କାଷ୍ଟ୍ରେସନ୍ -ସମ୍ବେଦନଶୀଳ ପ୍ରୋଷ୍ଟେଟ୍ କର୍କଟ (mCSPC)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିଦ୍ୱାରା ନିଆଯାଏ | [୨]
ଅଣସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ପିଠି ଯନ୍ତ୍ରଣା, ତରଳ ଝାଡ଼ା, ଗଣ୍ଠି ଯନ୍ତ୍ରଣା, ଉଚ୍ଚ ରକ୍ତଚାପ ଏବଂ ଗରମ ଫ୍ଲସ ଅନ୍ତର୍ଭୁକ୍ତ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାତ, ପୃଷ୍ଠଭଗ ରିଭର୍ସିବଲ୍ ଏନସେଫାଲୋପାଥି ସିଣ୍ଡ୍ରୋମ, ଆଲର୍ଜି ପ୍ରତିକ୍ରିୟା ଏବଂ ଦୁର୍ଘଟଣା ପତନ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର, ପୁରୁଷଙ୍କ ସମେତ ଶିଶୁର କ୍ଷତି ହୋଇପାରେ ।[୨] ଏହାର ଅନେକ ପାରଷ୍ପରିକ ପ୍ରତିକ୍ରିୟା ହୋଇପାରେ ।[୨] ଏହା ଏକ ଅଣ-ଷ୍ଟେରଏଡାଲ୍ ଆଣ୍ଟିଆଣ୍ଡ୍ରୋଜେନ୍ (NSAA) ଯାହା ଟେଷ୍ଟୋଷ୍ଟେରନ୍ ପରି ଆଣ୍ଡ୍ରୋଜେନକୁ ଆଣ୍ଡ୍ରୋଜେନ୍ ରିସେପ୍ଟର ସହିତ ବନ୍ଦନକୁ ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ ।[୬]
ଏଞ୍ଜାଲୁଟାମାଇଡ ୨୦୦୬ ମସିହାରେ ପେଟେଣ୍ଟ୍ ହୋଇଥିଲା ଏବଂ ୨୦୧୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା।[୭] [୬] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି ।[୮] ଯୁକ୍ତରାଜ୍ୟରେ ୪ ସପ୍ତାହ ଚିକିତ୍ସା ବାବଦ ୨୦୨୧ ସୁଦ୍ଧା ପ୍ରାୟ ୨୭୦୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୯] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୨,୦୦୦ ଡଲାର ଅଟେ ।[୧୦]