Etonogestrel birth control implant | |
---|---|
Background | |
Type | Hormonal Progestin-only implant |
First use | 1998 ଇଣ୍ଡୋନେସିଆ |
Synonyms | Etonogestrel contraceptive implant |
Trade names | Implanon, Nexplanon, others |
AHFS/Drugs.com | FDA Professional Drug Information |
Failure rates (first year) | |
Perfect use | 0.05%[୧] |
Typical use | 0.05%[୧] |
Usage | |
Duration effect | 3 to 5 years[୨][୩] |
Reversibility | Yes |
User reminders | Requires removal after the 3–5 years[୪] |
Advantages and disadvantages | |
STI protection | No |
Weight | May cause weight gain |
Period disadvantages | May cause irregular or prolonged bleeding |
Period advantages | Minimizes pain. In 33% no periods. |
Benefits | Long-term contraception. |
ଏଟୋନୋଜେଷ୍ଟ୍ରେଲ ଜନ୍ମ ନିୟନ୍ତ୍ରଣ ପ୍ରତିରୋପଣ (ଏକ ବ୍ରାଣ୍ଡ ନାମ ନେକ୍ସପ୍ଲାନନ) ଏକ ଉପକରଣ ଯାହା ଏଟୋନୋଜେଷ୍ଟ୍ରେଲ ପ୍ରଲିପ୍ତ ଏକ ରଡ ସାହାଯ୍ୟରେ ଜନ୍ମ ନିରୋଧ ପାଇଁ ବ୍ୟବହୃତ ହୁଏ | [୫] ସମସ୍ତ ପ୍ରଭାବଶାଳୀ ଉପାୟମାନଙ୍କ ମଧ୍ୟରୁ ଏହା ଅନ୍ୟତମ ଓ ଏହାର ଏକ ବର୍ଷର ବିଫଳତା ହାର ପ୍ରାୟ ୦.୦୫% ମାତ୍ର | [୬] ଏହା ଅତି କମରେ ତିନି କିମ୍ବା ଚାରି ବର୍ଷ ପର୍ଯ୍ୟନ୍ତ କାମ କରେ ଓ କେତେକ ଡାଟା ଅନୁସାରେ ପାଞ୍ଚ ବର୍ଷ ପାଇଁ ଫଳପ୍ରଦ ହେବା ଦେଖାଉଅଛି | [୨] [୪] [୭] [୮] ଏହି ଯନ୍ତ୍ର ଚର୍ମ ତଳେ ରଖାଯାଏ | [୨] ଏହାର ଅପସାରଣ ପରେ ଉର୍ବରତା ଶୀଘ୍ର ଫେରିଆସେ | [୯]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ରକ୍ତସ୍ରାବ ସହିତ ଋତୁସ୍ରାବ ପରିବର୍ତ୍ତନ ହୋଇପାରେ, ପ୍ରାୟ ଏକ ତୃତୀୟାଂଶ ମହିଳା ମାସିକ ଋତୁସ୍ରାବ ଆଦୌ ହେଉ ନଥିବା ରିପୋର୍ଟ କରନ୍ତି । [୯] [୧୦] [୧୧] ଯକୃତ ରୋଗୀଙ୍କୁ ଏହା ଦିଆଯାଏ ନାହିଁ। [୧୨] ଇଟୋନୋଜେଷ୍ଟ୍ରେଲ ପ୍ରତିରୋପଣ ହେଉଛି ଏକ ପ୍ରକାର ଦୀର୍ଘ-କାର୍ଯ୍ୟକ୍ଷମ ଜନ୍ମ ନିରୋଧକ ଯାହା ପରିବର୍ତ୍ତନ କରାଯାଇପାରେ । [୧୩] ଏହା ଡିମ୍ବକ୍ଷରଣ ବନ୍ଦ କରେ, ସର୍ଭିକ୍ସରେ ଥିବା ମ୍ୟୁକସ ମୋଟା କରିଦିଏ ଓ ଜରାୟୁର ଅନ୍ତସ୍ତରକୁ ପରିବର୍ତ୍ତନ କରି କାର୍ଯ୍ୟକ୍ଷମ ହୁଏ | [୧୪]
ରେ ଇଣ୍ଡୋନେସିଆରେ ୧୯୯୮ ମସିହାରେ ଏବଂ ଆମେରିକାରେ ୨୦୦୬ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଏଟୋନୋଜେଷ୍ଟ୍ରେଲ ପ୍ରତିରୋପଣ ଅନୁମୋଦନ କରାଯାଇଥିଲା। [୧୫] [୧୬] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହା ନାମ ଲିପିବଦ୍ଧ ଅଛି । [୧୭] ଏହା ଏକ ଜେନେରିକ ଔଷଧ ଯାହା ବିନା ପ୍ରେସକ୍ରିପସନରେ ମିଳେ | [୧୮] ବିକାଶଶୀଳ ଦେଶରେ ଏହାର ହୋଲସେଲ ମୂଲ୍ୟ ପ୍ରାୟ ୮.୯୩ରୁ ୧୩.୨୯ ଡଲାର ଅଟେ | [୧୯] ଯୁକ୍ତରାଜ୍ୟରେ ଏହି ଉପକରଣର ଏନଏଚଏସ ମୂଲ୍ୟ ପ୍ରାୟ ୮୩.୪୩ ପାଉଣ୍ଡ ଅଟେ | [୨୦] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୬୨୫.୦୦ ଆମେରିକୀୟ ଡଲାର | [୧୩] ନବେରୁ ଅଧିକ ଦେଶରେ ଏଟୋନୋଜେଷ୍ଟ୍ରେଲ ପ୍ରତିରୋପଣ ଅନୁମୋଦିତ ହୋଇଛି ଏବଂ ୨୦୧୦ ମସିହା ସୁଦ୍ଧା ବିଶ୍ୱର ପ୍ରାୟ ତିନି ନିୟୁତ ମହିଳା ଏହାକୁ ବ୍ୟବହାର କରୁଛନ୍ତି। [୨୧] [୨୨]
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)
{{cite book}}
: CS1 maint: location missing publisher (link)
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)