ଏପ୍ଲେରେନୋନ Pronunciation Trade names Inspra, Epnone, Dosterep, others Synonyms SC-66110; CGP-30083; 9-11α-Epoxymexrenone; 9,11α-Epoxy-7α-methoxycarbonyl-3-oxo-17α-pregn-4-ene-21,17-carbolactone AHFS /Drugs.com monograph MedlinePlus a603004 Pregnancy category
AU : B3
US : B (No risk in non-human studies)
Routes of administration By mouth (tablets )Legal status
Bioavailability ~70%[ ୧] Protein binding ~50% (33–60%) (primarily to α1 -acid glycoprotein )[ ୧] [ ୨] Metabolism Liver (CYP3A4 )[ ୧] [ ୨] Metabolites 6β-OH-EPL , 6β,21-OH-EPL , 21-OH-EPL , 3α,6β-OH-EPL [ ୧] (All inactive)[ ୧] Onset of action Within 2 weeks[ ୩] Elimination half-life 4–6 hours[ ୪] Excretion Urine (67%), feces (32%)[ ୫]
methyl (4aS,4bR,5aR,6aS,7R,9aS,9bR,10R)-4a,6a-dimethyl-2,5'-dioxo-2,4,4',4a,5',5a,6,6a,8,9,9a,9b,10,11-tetradecahydro-3H,3'H-spiro[cyclopenta[7,8]phenanthro[4b,5-b]oxirene-7,2'-furan]-10-carboxylate
ECHA InfoCard 100.106.615 Formula C 24 H 30 O 6 Molar mass ୪୧୪.୫0 g·mol−1 3D model (JSmol )
COC(=O)[C@@H]4C\C1=C\C(=O)CC[C@]1(C)[C@@]65O[C@@H]6C[C@@]3(C)[C@@H](CC[C@]23CCC(=O)O2)[C@H]45
InChI=1S/C24H30O6/c1-21-7-4-14(25)10-13(21)11-15(20(27)28-3)19-16-5-8-23(9-6-18(26)30-23)22(16,2)12-17-24(19,21)29-17/h10,15-17,19H,4-9,11-12H2,1-3H3/t15-,16+,17-,19+,21+,22+,23-,24-/m1/s1
Y Key:JUKPWJGBANNWMW-VWBFHTRKSA-N
Y
ଏପ୍ଲେରେନୋନ, ଏକ ବେପାର ନାମ ଇନ୍ସପ୍ରା, ହେଉଛି ଏକ ଔଷଧ ଯାହା ହୃଦ୍ପାତ ଏବଂ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[ ୩] ଉଚ୍ଚ ରକ୍ତଚାପ ପାଇଁ ଏହା ଦ୍ୱିତୀୟ ଧାଡି ଚିକିତ୍ସା | [ ୩] ଏହା ପାଟିରେ ଦିଆଯାଏ ।[ ୩] ଏହାର ପ୍ରଭାବ ସାଧାରଣତ ୨ ସପ୍ତାହ ମଧ୍ୟରେ ଆରମ୍ଭ ହୁଏ ।[ ୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ପୋଟାସିୟମ୍ ସ୍ତର , ତରଳ ଝାଡ଼ା , ସ୍ତନ ବୃଦ୍ଧି ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[ ୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ ସ୍ପନ୍ଦନ, ଆଞ୍ଜିଓଇଡିମା ଏବଂ ଛିଡା ହେବା ସହିତ ନିମ୍ନ ରକ୍ତଚାପ ହୋଇପାରେ ।[ ୬] ଏହା ଏକ ଆଲଡୋଷ୍ଟେରନ୍ ଆଣ୍ଟାଗୋନିଷ୍ଟ ଏବଂ ଏକ ପୋଟାସିୟମ୍-ସ୍ପେଆରିଙ୍ଗ୍ ଡାଇୟୁରେଟିକ୍ ।[ ୬]
୨୦୦୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏପ୍ଲେରେନୋନ ଅନୁମୋଦିତ ହୋଇଥିଲା ।[ ୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[ ୬] ଯୁକ୍ତରାଜ୍ୟରେ ଏକ ମାସ ଔଷଧର ମୂଲ୍ୟ ପ୍ରାୟ ୨୫ପାଉଣ୍ଡ ।[ ୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୁଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୯ ଡଲାର ଥିଲା ।[ ୭]
↑ ୧.୦ ୧.୧ ୧.୨ ୧.୩ ୧.୪ Lemke TL, Williams DA (24 January 2012). Foye's Principles of Medicinal Chemistry . Lippincott Williams & Wilkins. pp. 743–. ISBN 978-1-60913-345-0 . Archived from the original on 1 August 2020. Retrieved 6 July 2021 .
↑ ୨.୦ ୨.୧ Sica DA (January 2005). "Pharmacokinetics and pharmacodynamics of mineralocorticoid blocking agents and their effects on potassium homeostasis". Heart Failure Reviews . 10 (1): 23–9. doi :10.1007/s10741-005-2345-1 . PMID 15947888 . S2CID 21437788 .
↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Eplerenone Monograph for Professionals" . Drugs.com (in ଇଂରାଜୀ). Archived from the original on 19 August 2020. Retrieved 23 July 2021 .
↑ Struthers A, Krum H, Williams GH (April 2008). "A comparison of the aldosterone-blocking agents eplerenone and spironolactone" . Clinical Cardiology . 31 (4): 153–8. doi :10.1002/clc.20324 . PMC 6652937 . PMID 18404673 .
↑ Frishman WH, Cheng-Lai A, Nawarskas J (4 January 2005). Current Cardiovascular Drugs . Springer Science & Business Media. pp. 246–. ISBN 978-1-57340-221-7 . Archived from the original on 1 August 2020. Retrieved 6 July 2021 .
↑ ୬.୦ ୬.୧ ୬.୨ ୬.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 206. ISBN 978-0-85711-369-6 .{{cite book }}
: CS1 maint: date format (link )
↑ "Eplerenone Prices, Coupons & Savings Tips - GoodRx" . GoodRx . Archived from the original on 17 January 2021. Retrieved 23 July 2021 .