AV-nodal reentrant tachycardia ECG tracing of typical AV nodal reentrant tachycardia. Highlighted in yellow is the P wave that falls after the QRS complex.
ବିଭାଗ Cardiology ଲକ୍ଷଣ Palpitations , neck pounding, lightheadedness , shortness of breath , chest discomfort [ ୧] [ ୨] ଆକ୍ରାନ୍ତ ସମୟ Sudden[ ୩] ଅବଧି Episodic[ ୪] ରୋଗ ନିର୍ଣ୍ଣୟ ପଦ୍ଧତି Electrocardiogram (ECG), electrophysiology studies [ ୧] [ ୫] ସଠିକ ରୋଗ ନିର୍ଣ୍ଣୟ Atrioventricular reentrant tachycardia , focal atrial tachycardia , junctional ectopic tachycardia , atrial flutter [ ୧] ଚିକିତ୍ସା Vagal maneuvers , adenosine , electrical cardioversion , ablation [ ୧] Prognosis Generally good[ ୧]
ଏଭି-ନୋଡାଲ ରିଏଣ୍ଟ୍ରାଣ୍ଟ ଦୃତହୃଦଗତି (AV-nodal reentrant tachycardia/ AVNRT) ହେଉଛି ଏକ ପ୍ରକାର ଅସ୍ୱାଭାବିକ ଏହା ଏକ ଦୃତ ହୃତ୍ପିଣ୍ଡ ଗତି ରୋଗ ।। [ ୬] ଏହାର ଲକ୍ଷଣରେ ପାଲପିଟେସନ, ବେକ ଧକ ଧକ ହେବା, ହାଲୁକା ମୁଣ୍ଡ, ଅଣନିଶ୍ୱାସ , ପରିସ୍ରା ବୃଦ୍ଧି ଏବଂ ଛାତି ଅସ୍ୱାଭାବିକତା ହୋଇପାରେ । [ ୭] [ ୮] [ ୯] ଆରମ୍ଭ ସାଧାରଣତଃ ହଠାତ୍ ହୋଇଥାଏ । [ ୧୦] ଜଟିଳତାରେ ପୂର୍ବରୁ ଥିବା କରୋନାରୀ ଧମନୀ ରୋଗରେ ହୃଦଘାତ ହୋଇପାରେ । [ ୧]
ଏହା ସାଧାରଣତଃ ଅନ୍ତର୍ନିହିତ ହୃଦରୋଗ ସହିତ ଜଡିତ ନୁହେଁ । [ ୭] ଅନ୍ତର୍ନିହିତ କାର୍ଯ୍ୟରେ ଏଭି ନୋଡରେ ଦୁଇଟି ପଥ ଅନ୍ତର୍ଭୂକ୍ତ ଥାଏ ବୋଲି ବିଶ୍ୱାସ କରାଯାଏ ଯାହା ବିଭିନ୍ନ ବେଗରେ ଚାଲିଥାଏ । ଏକ ଇସିଜିରେ (ECG) [ ୧୦] ପ୍ରତି ମିନିଟରେ ୧୪୦ରୁ ୨୮୦ ବିଟ୍ ଏବଂ ଏକ ସଂକୀର୍ଣ୍ଣ କ୍ୟୁଆରଏସ କମ୍ପଲେକ୍ସ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । [ ୧] ପି ତରଙ୍ଗ ସାଧାରଣତଃ ଦେଖାଯାଏ ନାହିଁ ।[ ୩]
ଚିକିତ୍ସାରେ ନିର୍ଦ୍ଦିଷ୍ଟ ଶାରୀରିକ କ୍ରିୟା, ଔଷଧ କିମ୍ବା ଇଲେକ୍ଟ୍ରିକାଲ କାର୍ଡ଼ିଓଭର୍ସନ କରାଯାଏ । [ ୭] ବ୍ୟବହୃତ ଔଷଧ ମଧ୍ୟରେ ଆଡେନୋସିନ କିମ୍ବା ଡିଲଟାୟାଜେମ୍ ଅନ୍ତର୍ଭୁକ୍ତ ହୋଇପାରେ । [ ୧] କାର୍ଡିଓଭର୍ସନ ପାଇଁ ପ୍ରାରମ୍ଭିକ ପରାମର୍ଶରେ ୫୦ରୁ ୧୦୦ଜେ ଦିଆଯାଏ ।[ ୧୦] ବାରମ୍ବାର ଆକ୍ରମଣ ହେଉଥିଲେ ରେଡିଓଫ୍ରିକ୍ୱେନ୍ସି ଆବ୍ଲାସନ ଚିକିତ୍ସା କରାଯାଇପାରେ । [ ୧] ଯଦି ଏହା ଏକ ବିକଳ୍ପ ନୁହେଁ ତେବେ ବିଟା ବ୍ଲକର କିମ୍ବା ଡିଲଟାୟଜେମ୍ ଦୀର୍ଘକାଳ ଧରି ବ୍ୟବହୃତ ହୋଇପାରେ । [ ୯] ଫଳାଫଳ ସାଧାରଣତ ଭଲ ଅଟେ । [ ୧]
ପାରାକ୍ସାଇସମାଲ୍ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡିଆ (SVT)ର ପ୍ରାୟ ୬୦% ମାମଲାକୁ ଏଭି-ନୋଡାଲ ରିଏଣ୍ଟ୍ରାଣ୍ଟ ଦୃତହୃଦଗତି ପ୍ରତିନିଧିତ୍ୱ କରେ । [ ୭] ୧୪ରୁ ୫୦ ବର୍ଷ ବୟସ୍କ ଲୋକଙ୍କ ମଧ୍ୟରେ ଆରମ୍ଭ ହୁଏ । [ ୯] ମହିଳାମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ପ୍ରଭାବିତ ହୁଅନ୍ତି। [ ୧୦] ଅନ୍ତର୍ନିହିତ କାର୍ଯ୍ୟବିଧି ପ୍ରଥମେ ୧୯୭୩ ମସିହାରେ ଡେନସ୍ଦ୍ୱାରା ବର୍ଣ୍ଣନା କରାଯାଇଥିଲା । [ ୧୧]
↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Hafeez, Y; Armstrong, TJ (January 2020). "Atrioventricular Nodal Reentry Tachycardia". PMID 29763111 .
↑ Page, Richard L.; Joglar, José A.; Caldwell, Mary A.; Calkins, Hugh; Conti, Jamie B.; Deal, Barbara J.; Estes, N. A. Mark; Field, Michael E.; Goldberger, Zachary D. (May 2016). "2015 ACC/AHA/HRS Guideline for the Management of Adult Patients With Supraventricular Tachycardia: A Report of the American College of Cardiology/American Heart Association Task Force on Clinical Practice Guidelines and the Heart Rhythm Society" . Journal of the American College of Cardiology . 67 (13): e27–e115. doi :10.1016/j.jacc.2015.08.856 . ISSN 1558-3597 . PMID 26409259 .
↑ ୩.୦ ୩.୧ Helton, MR (1 November 2015). "Diagnosis and Management of Common Types of Supraventricular Tachycardia". American family physician . 92 (9): 793–800. PMID 26554472 .
↑ Shenasa, Mohammad (2014). Electrocardiography of Complex Arrhythmias, An Issue of Cardiac Electrophysiology Clinics, E-Book (in ଇଂରାଜୀ). Elsevier Health Sciences. p. 483. ISBN 978-0-323-31210-3 . Archived from the original on 2021-08-27. Retrieved 2021-02-09 .
↑ Katritsis, Demosthenes G; Camm, A. John (1 January 2006). "Classification and differential diagnosis of atrioventricular nodal re-entrant tachycardia". EP Europace . 8 (1): 29–36. doi :10.1093/europace/euj010 .
↑ Katritsis, Demosthenes G.; Camm, A. John (24 August 2010). "Atrioventricular Nodal Reentrant Tachycardia". Circulation . 122 (8): 831–840. doi :10.1161/CIRCULATIONAHA.110.936591 .
↑ ୭.୦ ୭.୧ ୭.୨ ୭.୩ Hafeez, Y; Armstrong, TJ (January 2020). "Atrioventricular Nodal Reentry Tachycardia". PMID 29763111 .
↑ Shenasa, Mohammad (2014). Electrocardiography of Complex Arrhythmias, An Issue of Cardiac Electrophysiology Clinics, E-Book (in ଇଂରାଜୀ). Elsevier Health Sciences. p. 483. ISBN 978-0-323-31210-3 . Archived from the original on 2021-08-27. Retrieved 2021-02-09 .
↑ ୯.୦ ୯.୧ ୯.୨ Page, Richard L.; Joglar, José A.; Caldwell, Mary A.; Calkins, Hugh; Conti, Jamie B.; Deal, Barbara J.; Estes, N. A. Mark; Field, Michael E.; Goldberger, Zachary D. (May 2016). "2015 ACC/AHA/HRS Guideline for the Management of Adult Patients With Supraventricular Tachycardia: A Report of the American College of Cardiology/American Heart Association Task Force on Clinical Practice Guidelines and the Heart Rhythm Society" . Journal of the American College of Cardiology . 67 (13): e27–e115. doi :10.1016/j.jacc.2015.08.856 . ISSN 1558-3597 . PMID 26409259 .
↑ ୧୦.୦ ୧୦.୧ ୧୦.୨ ୧୦.୩ Helton, MR (1 November 2015). "Diagnosis and Management of Common Types of Supraventricular Tachycardia". American family physician . 92 (9): 793–800. PMID 26554472 .
↑ Katritsis, Demosthenes G; Camm, A. John (1 January 2006). "Classification and differential diagnosis of atrioventricular nodal re-entrant tachycardia". EP Europace . 8 (1): 29–36. doi :10.1093/europace/euj010 .