ଏରିବୁଲିନ |
|
Trade names | Halaven |
---|
Synonyms | E7389, ER-086526, NSC-707389 |
---|
AHFS/Drugs.com | monograph |
---|
MedlinePlus | a611007 |
---|
data |
|
---|
Pregnancy category | |
---|
Routes of administration | Intravenous |
---|
|
Legal status |
|
---|
|
- 2-(3-Amino-2-hydroxypropyl)hexacosahydro-3-methoxy- 26-methyl-20,27-bis(methylene)11,15-18,21-24,28-triepoxy- 7,9-ethano-12,15-methano-9H,15H-furo(3,2-i)furo(2',3'-5,6) pyrano(4,3-b)(1,4)dioxacyclopentacosin-5-(4H)-one
|
ECHA InfoCard | 100.230.372  |
---|
|
Formula | C40H59NO11 |
---|
Molar mass | ୭୨୯.୯୧ g·mol−1 |
---|
3D model (JSmol) | |
---|
CC1CC2CCC3C(=C)CC(O3)CCC45CC6C(O4)C7C(O6)C(O5)C8C(O7)CCC(O8)CC(=O)CC9C(CC(C1=C)O2)OC(C9OC)CC(CN)O
|
InChI=1S/C40H59NO11/c1-19-11-24-5-7-28-20(2)12-26(45-28)9-10-40-17-33-36(51-40)37-38(50-33)39(52-40)35-29(49-37)8-6-25(47-35)13-22(42)14-27-31(16-30(46-24)21(19)3)48-32(34(27)44-4)15-23(43)18-41/h19,23-39,43H,2-3,5-18,41H2,1,4H3/t19-,23+,24+,25-,26+,27+,28+,29+,30-,31+,32-,33-,34-,35+,36+,37+,38-,39+,40+/m1/s1 YKey:UFNVPOGXISZXJD-JBQZKEIOSA-N Y
|
|
ଏରିବୁଲିନ, ଏକ ବିକ୍ରୟ ନାମ ହାଲାଭେନ, ହେଉଛି ଏକ ଔଷଧ ଯାହା ସ୍ତନ କର୍କଟ ଏବଂ ଲାଇପୋସାର୍କୋମା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] [୬] ଅନ୍ୟାନ୍ୟ ଚିକିତ୍ସା ସବୁ ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[୬] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, କେଶ ଝଡ଼ିବା, ପ୍ରାନ୍ତୀୟ ସ୍ନାୟୁ କ୍ଷତିଗ୍ରସ୍ତ, ପେଟ ଯନ୍ତ୍ରଣା, ଜ୍ୱର, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଏବଂ ସ୍ୱଳ୍ପ ଲାଲ ରକ୍ତ କଣିକା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପୋକାଲେମିଆ ବା କମ୍ ପୋଟାସିୟମ୍ ଓ ହାଇପୋକ୍ୟାଲସେମିଆ ବା କମ କ୍ୟାଲସିୟମ୍, ଏବଂ କ୍ୟୁଟି(QT) ବିସ୍ତାର ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ମାଇକ୍ରୋଟ୍ୟୁବୁଲ୍ ଇନହିବିଟର ।[୭]
ଆମେରିକାରେ ୨୦୨୦ ମସିହାରେ ଏବଂ ୨୦୧୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏରିବୁଲିନ ଅନୁମୋଦିତ ହୋଇଥିଲା ।[୭] [୬] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୦.୮୮ ମିଗ୍ରା ଏରିବୁଲିନର ମୂଲ୍ୟ ୩୬୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୮] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୮୦ ଡଲାର ଅଟେ ।[୯]
- ↑ "Eribulin (Halaven) Use During Pregnancy". Drugs.com. 22 October 2019. Archived from the original on 11 July 2020. Retrieved 9 July 2020.
- ↑ "Eribulin EPAR". European Medicines Agency (EMA). Archived from the original on 9 July 2020. Retrieved 9 July 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Halaven- eribulin mesylate injection". DailyMed. 22 December 2017. Archived from the original on 9 July 2020. Retrieved 9 July 2020.
- ↑ "Eisai Announces Japan Launch Of Anticancer Agent Halaven" (Press release). Eisai Co., Ltd. 19 July 2011. Archived from the original on 4 June 2021. Retrieved 15 February 2021.
- ↑ "Anticancer Agent Halaven Approved For Treatment Of Locally Advanced Or Metastatic Breast Cancer In China" (Press release). Eisai Co., Ltd. 17 July 2019. Archived from the original on 4 June 2021. Retrieved 15 February 2021.
- ↑ ୬.୦ ୬.୧ ୬.୨ "Halaven". Archived from the original on 9 July 2020. Retrieved 16 December 2021.
- ↑ ୭.୦ ୭.୧ "EriBULin Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 15 December 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 977. ISBN 978-0857114105.
- ↑ "Halaven Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 April 2021. Retrieved 16 December 2021.