ଏଷ୍ଟ୍ରୋପିପେଟ Trade names Harmogen, Improvera, Ogen, Ortho-Est, Sulestrex, others Synonyms Piperazine estrone sulfate;[ ୧] Estrone sulfate piperazine salt; Pipestrone AHFS /Drugs.com monograph Routes of administration By mouth
[(8R ,9S ,13S ,14S )-13-Methyl-17-oxo-7,8,9,11,12,14,15,16-octahydro-6H -cyclopenta[a ]phenanthren-3-yl] hydrogen sulfate; piperazine
ECHA InfoCard 100.027.906 Formula C 22 H 32 N 2 O 5 S Molar mass ୪୩୬.୫୭ g·mol−1 3D model (JSmol )
O=S(=O)(O)Oc1cc4c(cc1)[C@@H]3[C@H]([C@@H]2CCC(=O)[C@@]2(C)CC3)CC4.N1CCNCC1
InChI=1S/C18H22O5S.C4H10N2/c1-18-9-8-14-13-5-3-12(23-24(20,21)22)10-11(13)2-4-15(14)16(18)6-7-17(18)19;1-2-6-4-3-5-1/h3,5,10,14-16H,2,4,6-9H2,1H3,(H,20,21,22);5-6H,1-4H2/t14-,15-,16+,18+;/m1./s1
Y Key:HZEQBCVBILBTEP-ZFINNJDLSA-N
Y
ଏଷ୍ଟ୍ରୋପିପେଟ (ଇଂରାଜୀ ଭାଷାରେ Estropipate ), ଅନ୍ୟମାନଙ୍କ ମଧ୍ୟରେ ଓଗେନ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଋତୁବନ୍ଦ ଏବଂ ଓଭାରି ବିଫଳତାର ଲକ୍ଷଣକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ।[ ୧] ଋତୁବନ୍ଦ ପରବର୍ତ୍ତୀ ଓଷ୍ଟିଓପୋରୋସିସ ରୋକିବା ପାଇଁ ମଧ୍ୟ ଏହା ପୂର୍ବରୁ ବ୍ୟବହୃତ ହୋଇଥିଲା ।[ ୧] ଏହା ପାଟିରେ ଦିଆଯାଏ । [ ୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ସ୍ତନ ଯନ୍ତ୍ରଣା , ଅନିୟମିତ ଯୋନୀପଥ ରକ୍ତସ୍ରାବ , ପେଟ କଷ୍ଟ ଏବଂ ଅଇ ହୋଇପାରେ ।[ ୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ , ଯକୃତ ସମସ୍ୟା, ଉଚ୍ଚ ରକ୍ତ ଶର୍କରା ସ୍ତର, ଫୁଲା, କେଶ ଝଡ଼ିବା ଏବଂ ଯୋନୀପଥ ଖମୀର ସଂକ୍ରମଣ ହୋଇପାରେ ।[ ୧] କ୍ୱଚିତ୍ ରକ୍ତ ଜମାଟ ବାନ୍ଧିବା କିମ୍ବା ପିତ୍ତାଶୟ ରୋଗ ହୋଇପାରେ ।[ ୧] ଏହା ଏକ ଇଷ୍ଟ୍ରୋଜେନ୍, ବିଶେଷ ଭାବରେ ଇଷ୍ଟ୍ରନ୍ ସଲଫେଟ୍ ଲବଣ ଏବଂ ପିପେରାଜିନ ଯାହା ଶରୀରରେ ଏଷ୍ଟ୍ରୋନ୍ ଏବଂ ଏଷ୍ଟ୍ରାଡିଓଲରେ ପରିଣତ ହୁଏ ।[ ୨] [ ୩]
୧୯୫୦ ମସିହାରେ ପ୍ରଥମେ ଆମେରିକାରେ ଏଷ୍ଟ୍ରୋପିପେଟ ବ୍ୟବସାୟିକ ଭାବରେ ତିଆରି କରାଯାଇଥିଲା ।[ ୪] ଯୁକ୍ତରାଷ୍ଟ୍ରରେ ୦.୭୫ ମିଗ୍ରା ବିଶିଷ୍ଟ ୧୦୦ ବଟିକାର ମୂଲ୍ୟ ପ୍ରାୟ ୫୦ ଡଲାର ଥିଲା ।[ ୫] ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହାର ଉତ୍ପାଦନ ବନ୍ଦ ହୋଇଯାଇଛି ।[ ୬] [ ୭]
↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "DailyMed - ESTROPIPATE tablet" . dailymed.nlm.nih.gov . Archived from the original on 11 January 2022. Retrieved 17 December 2021 .
↑ Elks J (14 November 2014). The Dictionary of Drugs: Chemical Data: Chemical Data, Structures and Bibliographies . Springer. pp. 900–. ISBN 978-1-4757-2085-3 . Archived from the original on 27 June 2021. Retrieved 19 October 2020 .
↑ Morton IK, Hall JM (6 December 2012). Concise Dictionary of Pharmacological Agents: Properties and Synonyms . Springer Science & Business Media. pp. 114–. ISBN 978-94-011-4439-1 .
↑ Report on Carcinogens: Carcinogen Profiles (in ଇଂରାଜୀ). Department of Health and Human Services, Public Health Service, National Toxicology Program. 2000. p. RA1-PA26. Archived from the original on 2022-01-11. Retrieved 2021-12-17 .
↑ "Estropipate Prices, Coupons & Patient Assistance Programs" . Drugs.com (in ଇଂରାଜୀ). Retrieved 17 December 2021 .
↑ "Estropipate Prices and Estropipate Coupons - GoodRx" . GoodRx . Retrieved 17 December 2021 .
↑ "Drugs@FDA: FDA-Approved Drugs" . www.accessdata.fda.gov . Archived from the original on 22 March 2021. Retrieved 19 December 2021 .