୨୦୧୭ ଏସିଆନ ଚମ୍ପିୟାନସିପ | |
---|---|
ଆୟୋଜକ ସହର | ![]() |
ତାରିଖ | ଜୁଲାଇ ୬-୯ |
ମୁଖ୍ୟ ଷ୍ଟାଡ଼ିଅମ | କଳିଙ୍ଗ ଷ୍ଟାଡିୟମ |
ଅଂଶଗ୍ରହଣ କରିଛନ୍ତି | ୪୫ଟି ଦେଶରୁ ୮୦୦ ଜଣ ଆଥେଲେଟ |
୨୦୧୯ → |
୨୨ ତମ ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପ ୨୦୧୭ ମସିହାରେ ଆୟୋଜିତ ହେବାକୁ ଯାଉଛି । ଏହା ୬ ଜୁଲାଇ ୨୦୧୭ରୁ ୯ ଜୁଲାଇ ୨୦୧୭ ଯାଏଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଯାଉଛି ।[୧] ଏହି ପ୍ରତିଯୋଗିତାରେ ୪୫ଟି ଦେଶର ୮୦୦ ଆଥେଲେଟିକ୍ସ ଭାଗନେବେ ।[୨]
ଏସିଆ ଆଥେଲେଟିକ୍ସ ଚମ୍ପିୟାନ ସିପର ୨୨ତମ ସଂସ୍କରଣ ପ୍ରଥମେ ଝାଡ଼ଖଣ୍ତର ରାଞ୍ଚୀରେ ହେବା ପାଇଁ ଆୟୋଜନ କରାଯାଇଥିଲା । ମାତ୍ର ଏହି ଆୟୋଜନ କରିବାରେ ରାଞ୍ଚୀ ଅକ୍ଷମ ହେବାରୁ ଭୁବନେଶ୍ୱରକୁ ଏହି ପ୍ରତିଯୋଗିତାର ଆୟୋଜନ ପାଇଁ ବଛା ଗଲା । [୩]
ଏହା ଭାରତର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମଠାରେ ଆୟୋଜିତ ହେଉଛି ।
୮ ମଇ ୨୦୧୭ ମସିହାରେ ଏସିଆ ଆଥେଲେଟିକ୍ସ ଚମ୍ପିୟାନସିପର ଲୋଗୋ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜାରୀ କରାଯାଇଥିଲା । [୪]