Monoclonal antibody | |
---|---|
Type | Whole antibody |
Source | Humanized (from mouse) |
Target | CD20 |
Clinical data | |
Trade names | Ocrevus |
AHFS/Drugs.com | monograph |
MedlinePlus | a617026 |
data |
|
Pregnancy category | |
Routes of administration | Intravenous infusion |
Legal status | |
Legal status | |
Chemical and physical data | |
Formula | C6494H9978N1718O2014S46 |
Molar mass | ୧,୪୫,୮୧୮.୦୩ g·mol−1 |
(verify) |
ବ
ଓକ୍ରେଲିଜୁମାବ, ଏକ ବେପାର ନାମ ଓକ୍ରେଭସ, ଏକ ଔଷଧ ଯାହା ମଲ୍ଟିପ୍ଲ ସ୍କ୍ଲେରୋସିସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ନିର୍ଦ୍ଦିଷ୍ଟ ଭାବରେ ଏହା ପୁନଃ ପ୍ରକାଶିତ ଓକ୍ରେଲିଜୁମାବ (MS/ RMS) ଏବଂ ପ୍ରାଥମିକ ପ୍ରଗତିଶୀଳ ଓକ୍ରେଲିଜୁମାବ (MS/ PPMS) ପାଇଁ ବ୍ୟବହୃତ ହୁଏ ।[୪] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ଗଲୁ, ନିଶ୍ୱାସ ନେବାରେ ଅସୁବିଧା ଏବଂ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୫] ଏହା ଏକ ମୋନୋକ୍ଲୋନାଲ୍ ଆଣ୍ଟିବଡି ଯାହା ବି ଲିମ୍ଫୋସାଇଟ୍ ଉପରେ ଥିବା ସିଡି୨୦ (CD20) ସହିତ ସଞ୍ଜୁକ୍ତ ହୋଇ ସେମାନଙ୍କ କାର୍ଯ୍ୟକଳାପକୁ ହ୍ରାସ କରିଥାଏ ।[୪]
୨୦୧୭ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ବ୍ୟବହାର ପାଇଁ ଓକ୍ରେଲିଜୁମାବ ଅନୁମୋଦିତ ହୋଇଥିଲା ।[୩][୪] ଯୁକ୍ତରାଷ୍ଟ୍ରରେ ୩୦୦ ମିଗ୍ରାର ଏହି ରାଶିର ମୂଲ୍ୟ ପ୍ରାୟ ୧୮,୦୦୦ ଡଲାର ଥିଲା ।[୬] ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ୪୮୦୦ ପାଉଣ୍ଡ ଥିଲା ।[୭]