ଓଡ଼ ଭାଷା

ଓଡ଼
ଓଡ଼କୀ
اوڏڪِي
Native toIndia, Pakistan
ଅଞ୍ଚଳSindh, southern Punjab, Gujarat, Haryana, New Delhi, Rajasthan
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଭାଷା କୋଡ୍
ISO ୬୩୯-୩odk
ଗ୍ଲୋଟୋଲୋଗoddd1238

ଓଡ଼ ଭାଷା କିମ୍ବା ଓଡ଼କୀ ଭାଷା ନାମରେ ମଧ୍ୟ ଜଣାଶୁଣା, ଭାରତ ଏବଂ ପାକିସ୍ତାନର ଏକ ଇଣ୍ଡୋ-ଆର୍ଯ୍ୟ ଭାଷା ଅଟେ । ଗୁଜୁରାଟ, ରାଜସ୍ଥାନ, ହରିୟାଣା, ନୂଆଦିଲ୍ଲୀ, ପଞ୍ଜାବ ଏବଂ ସିନ୍ଧିରେ ପ୍ରାୟ ୨ ନିୟୁତ ଲୋକ ଏହି ଭାଷାର ବ୍ୟବହାର କରନ୍ତି । ଏହି ଭାଷାର ମରାଠୀ ଭାଷା ସହିତ ସମାନତା ରହିଛି । ଗୁଜୁରାଟର ବୈଶିଷ୍ଟ୍ୟ ସମେତ ଏହି ଭାଷାକୁ ମାରୱାରୀ ଏବଂ ପଞ୍ଜାବୀ ଭାଷାର ଗ୍ରହଣୀୟ କରାଯାଇଛି । ସିନ୍ଧି ଶୈଳୀରେ ପାର୍ସୀ-ଆରବୀ ସ୍କ୍ରିପ୍ଟରେ ଓଡ଼କୀ ଭାଷା ବର୍ଣ୍ଣନା କରାଯାଇଛି ।

ପାକିସ୍ତାନରେ ଭାଷା ସଂରକ୍ଷଣ କରିବାକୁ ଚେଷ୍ଟା କରୁଥିବା ଗୋଷ୍ଠୀ ମଧ୍ୟରେ ଓଡ଼କୀ ରାକ୍ରାହଙ୍ଗା ଏବଂ OLCDO ଅନ୍ତର୍ଭୁକ୍ତ ।[][] ୧୯୯୮ ମସିହାରେ ପ୍ରାୟତଃ ୫୦,୦୦୦ ଲୋକ ଓଡ଼ ଭାଷାକୁ ମାତୃଭାଷା ଭାବରେ ବ୍ୟବହାର କରିଥିଲେ । ୨୦୦୪ ମସିହାରେ ଓଡ଼ ଭାଷାର ସ୍ପିକର ସଂଖ୍ୟା ପ୍ରାୟ ୫୮,୪୦୦ ଲୋକ ବୋଲି ଆକଳନ କରାଯାଇଥିଲା । ଭାଷା ବର୍ଗୀକରଣ ଅନୁଯାୟୀ, ଓଡ଼ ଭାଷା କିଆର୍ଯ୍ୟନ ଗୋଷ୍ଠୀର ଅଟେ ।

ଅନ୍ୟ ଲିଙ୍କ

[ସମ୍ପାଦନା]
  1. "اوڏڪِي ۾ رڪارڊِنگا | اوڏڪي". www.oadki-language.com. 19 May 2020. Retrieved 3 February 2024.
  2. "اوڏڪي". www.oadki-language.com. 19 May 2020. Retrieved 3 February 2024.