ଓଡ଼ିଶାରାଜ୍ୟ ଜୈବ ବିବିଧତା କ୍ଷେତ୍ରରେ ସମୃଦ୍ଧ । ଓଡ଼ିଶାରେ ୮୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୪୭୩ ପ୍ରକାର ପକ୍ଷୀ, ୧୧୦ ପ୍ରକାର ସରୀସୃପ, ୧୯ ପ୍ରକାର ଉଭୟଚର ଓ ୨୭୨୦ ପ୍ରକାର ଉଦ୍ଭିଦ ଦେଖାଯାଆନ୍ତି । ଏଠାରେ ୧୪ଟି ଅଭୟାରଣ୍ୟ ଓ ୨ଟି ଜାତୀୟ ଉଦ୍ୟାନ ରହିଛି ।
ଓଡ଼ିଶାରେ ଅବସ୍ଥିତ ବିଭିନ୍ନ ଅଭୟାରଣ୍ୟ ଗୁଡ଼ିକ ହେଲା:[୧]