Clinical data | |
---|---|
Trade names | Neumega |
Synonyms | Recombinant human interleukin-11 (rHuIL-11) |
AHFS/Drugs.com | monograph |
Pregnancy category |
|
Routes of administration | Subcutaneous injection |
Legal status | |
Legal status |
|
Pharmacokinetic data | |
Bioavailability | >80% (s.c. application) |
Metabolism | mainly renal |
Onset of action | 5 to 9 days[୧] |
Elimination half-life | 6.9 ± 1.7h |
Duration of action | 7 days[୧] |
Identifiers | |
Chemical and physical data | |
Formula | C854H1411N253O235S2 |
Molar mass | approx. 19,000 g/mol |
(verify) |
ଓପ୍ରେଲଭେକିନ (ଇଂରାଜୀ ଭାଷାରେ Oprelvekin), ନ୍ୟୁମେଗା ଏହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହାକେମୋଥେରାପି କାରଣରୁ ପ୍ଲାଟେଲେଟ୍ କମ ହେବା ରୋକିବା ପାଇଁ ବ୍ୟବହୃତ ହୁଏ ।[୧] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧] ଔଷଧର ପ୍ରଭାବ ପ୍ରାୟ ୭ ଦିନ ପରେ ଆରମ୍ଭ ହୁଏ ଏବଂ ଶେଷ ମାତ୍ରା ପାଇବା ପରେ ପ୍ରାୟ ୭ ଦିନ ପର୍ଯ୍ୟନ୍ତ ରହିବ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ଦ୍ରୁତ ହୃତ୍ପିଣ୍ଡ ଗତି, ଅଣନିଶ୍ୱାସ ଏବଂ ଲାଲ ଆଖି ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ, ହୃଦପାତ ଏବଂ ଆଟ୍ରିଆଲ୍ ଫିବ୍ରିଲେସନ୍ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏହା ଇଣ୍ଟରଲିଉକିନ୍ ୧୧ର (IL-11) ଏକ ପୁନଃ ସଂଯୋଜିତ ଆକାର ଯାହା ମୁଖ୍ୟତ ପ୍ଲାଟେଲେଟ୍ ଉତ୍ପାଦନକୁ ଉତ୍ସାହିତ କରିଥାଏ ।[୧]
୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓପ୍ରେଲଭେକିନ୍ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୫ ମିଗ୍ରା ଭାଏଲ ପାଇଁ ମୂଲ୍ୟ ପ୍ରାୟ ୪୭୦ ଡଲାର ଥିଲା ।[୩] କାନାଡ଼ାରେ ଏହା ଏକ ସ୍ୱତନ୍ତ୍ର ଆକ୍ସେସ୍ ପ୍ରୋଗ୍ରାମ୍ ମାଧ୍ୟମରେ ଉପଲବ୍ଧ ହୁଏ ।[୪]