Monoclonal antibody | |
---|---|
Type | Whole antibody |
Source | Chimeric (mouse/human) |
Target | Bacillus anthracis anthrax |
Clinical data | |
Trade names | Anthim, Obiltoxaximab SFL |
Synonyms | ETI-204 |
AHFS/Drugs.com | monograph |
data | |
Pregnancy category |
|
Routes of administration | Intravenous |
Legal status | |
Legal status | |
Chemical and physical data | |
Formula | C6444H9994N1734O2022S44 |
Molar mass | ୧,୪୫,୫୨୧.୫୯ g·mol−1 |
ଓବିଲ୍ଟୋକ୍ସାକ୍ସିମାବ (ଇଂରାଜୀ ଭାଷାରେ Obiltoxaximab), ଏହାର ଏକ ବିକ୍ରୟ ନାମ ଆନ୍ଥିମ (Anthim), ହେଉଛି ଏକ ଓଷଧ ଯାହା ଆନ୍ଥ୍ରାକ୍ସ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ।[୨] ଫୁସଫୁସକୁ ପ୍ରଭାବିତ ହେଉଥିଲେ ଏହା ଆଣ୍ଟିବାୟୋଟିକ୍ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବ୍ୟଥା, ଗଲୁ, ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣଏବଂ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ କୌଣସି କ୍ଷତି ହେଉଥିଲେ ମଧ୍ୟ ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ବାସିଲସ ଆନ୍ଥ୍ରାସିସ ସହିତ ସଂଯୁକ୍ତ ହୋଇ କାର୍ଯ୍ୟକ୍ଷମ ହୁଏ ।
୨୦୧୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଓବିଲଟକ୍ସାକ୍ସିମାବ ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଜ୍ୟ ଏବଂ ୟୁରୋପରେ ଅନୁମୋଦିତ ହୋଇଛି କିନ୍ତୁ ଏହା ୨୦୨୧ ସୁଦ୍ଧା ଉପଲବ୍ଧ ହୋଇନାହିଁ ।[୪] ଯୁକ୍ତରାଷ୍ଟ୍ରରେ ଏହାକୁ ଷ୍ଟ୍ରାଟେଜିକ୍ ଜାତୀୟ ଷ୍ଟକପାଇଲରେ ରଖାଯାଇଛି ।| [୫]