ଓବେଟିକୋଲିକ ଏସିଡ Trade names Ocaliva Synonyms 6α-ethyl-chenodeoxycholic acid; INT-747 AHFS /Drugs.com monograph MedlinePlus a616033 data
Pregnancy category
AU : B1
US : N (Not classified yet)
Routes of administration By mouth Legal status
AU : S4 (Prescription only)
UK : POM (Prescription only)
US : ℞-only
EU : Rx-only
(3α,5β,6α,7α)-6-Ethyl-3,7-dihydroxycholan-24-oic acid OR (4R )-4-[(3R ,5S ,6R ,7R ,8S ,9S ,10S ,13R ,14S ,17R )-6-ethyl-3,7-dihydroxy-10,13-dimethyl-2,3,4,5,6,7,8,9,11,12,14,15,16,17-tetradecahydro-1H -cyclopenta[a]phenanthren-17-yl]pentanoic acid
ECHA InfoCard 100.238.318 Formula C 26 H 44 O 4 Molar mass ୪୨୦.୬୩ g·mol−1 3D model (JSmol ) Melting point 108–110 °C (226–230 °F) [ ୧]
CC[C@@H]1[C@@H]2C[C@@H](CC[C@@]2([C@H]3CC[C@]4([C@H]([C@@H]3[C@@H]1O)CC[C@@H]4[C@H](C)CCC(=O)O)C)C)O
InChI=1S/C26H44O4/c1-5-17-21-14-16(27)10-12-26(21,4)20-11-13-25(3)18(15(2)6-9-22(28)29)7-8-19(25)23(20)24(17)30/h15-21,23-24,27,30H,5-14H2,1-4H3,(H,28,29)/t15-,16-,17-,18-,19+,20+,21+,23+,24-,25-,26-/m1/s1
Key:ZXERDUOLZKYMJM-ZWECCWDJSA-N
ଓବେଟିକୋଲିକ ଏସିଡ ( OCA ), ଓକାଲିଭା ବ୍ରାଣ୍ଡ ନାମରେ ବିକ୍ରି ହେଉଛି, ପ୍ରାଥମିକ ବିଲିୟାରି କୋଲାଞ୍ଜାଇଟିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[ ୨] ଏହା ପର୍ଯ୍ୟାପ୍ତ ପ୍ରଭାବଶାଳୀ ନ ହେଲେ ସାଧାରଣତଃ ଉର୍ସୋଡିଅକ୍ସିକଲିକ ଏସିଡ୍ ସହିତ ବ୍ୟବହୃତ ହୁଏ ।[ ୨] ଏହା ପାଟିରେ ଦିଆଯାଏ ।[ ୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁଏବଂ ଥକାପଣ ହୋଇପାରେ ।[ ୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ ।[ ୨] ଏହା ପିତ୍ତ ଅମ୍ଳ ବା ବାଇଲ ଏସିଡର ଏକ ପରିବର୍ତ୍ତିତ ରୂପ ଏବଂ ଫାର୍ନେସଏଡ୍ ଏକ୍ସ ରିସେପ୍ଟର (farnesoid X receptors ) ସହିତ ସଂଲଗ୍ନ ହୋଇ ଯକୃତର ପିତ୍ତ ଉତ୍ପାଦନ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ।[ ୩]
୨୦୧୬ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓବେଟିକୋଲିକ ଏସିଡ ଅନୁମୋଦିତ ହୋଇଥିଲା [ ୪] [ ୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ମାସରେ ଏହା ପିଛା ପ୍ରାୟ ୨,୪୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[ ୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮,୦୦୦ ଡଲାର ଅଟେ ।[ ୫]
↑ Gioiello, Antimo; Macchiarulo, Antonio; Carotti, Andrea; Filipponi, Paolo; Costantino, Gabriele; Rizzo, Giovanni; Adorini, Luciano; Pellicciari, Roberto (April 2011). "Extending SAR of bile acids as FXR ligands: Discovery of 23-N-(carbocinnamyloxy)-3α,7α-dihydroxy-6α-ethyl-24-nor-5β-cholan-23-amine". Bioorganic & Medicinal Chemistry . 19 (8): 2650–2658. doi :10.1016/j.bmc.2011.03.004 . PMID 21459580 .
↑ ୨.୦ ୨.୧ ୨.୨ ୨.୩ ୨.୪ BNF 81: March-September 2021 . BMJ Group and the Pharmaceutical Press. 2021. p. 96. ISBN 978-0857114105 .
↑ ୩.୦ ୩.୧ ୩.୨ "Ocaliva" . Archived from the original on 8 November 2021. Retrieved 6 November 2021 .
↑ "Obeticholic Acid Monograph for Professionals" . Drugs.com (in ଇଂରାଜୀ). Archived from the original on 16 July 2017. Retrieved 6 November 2021 .
↑ "Ocaliva Prices, Coupons & Patient Assistance Programs" . Drugs.com (in ଇଂରାଜୀ). Archived from the original on 23 April 2021. Retrieved 6 November 2021 .