![]() | |
Clinical data | |
---|---|
Pronunciation | /oʊˌrɪtəˈvænsɪn/ oh-RIT-ə-VAN-sin |
Trade names | Orbactiv, Kimyrsa, Tenkasi, others |
Synonyms | LY333328 |
AHFS/Drugs.com | monograph |
MedlinePlus | a614042 |
data |
|
Routes of administration | Intravenous |
Legal status | |
Legal status | |
Identifiers | |
| |
Chemical and physical data | |
Formula | C86H97Cl3N10O26 |
Molar mass | ୧,୭୯୩.୧୨ g·mol−1 |
3D model (JSmol) | |
| |
| |
(verify) |
ଓରିଟାଭାନସିନ (ଇଂରାଜୀ ଭାଷାରେ Oritavancin), ଅନ୍ୟମାନଙ୍କ ମଧ୍ୟରେ ଅର୍ବାକ୍ଟିଭ୍ ଏକ ବିକ୍ରୟ ନାମ, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ଚର୍ମ ଏବଂ ଚର୍ମରୁ ତିଆରି ପଦାର୍ଥମାନଙ୍କର ସଂକ୍ରମଣ ଯେପରିକି ସେଲ୍ୟୁଲାଇଟିସ୍ ଏବଂ ଚର୍ମରେ ହେଉଥିବା ପୁଞ୍ଜିତ ପୂଜ ଭଳି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] [୧] ଏହା ମେଥିଲିନ ରେଜିଷ୍ଟାଣ୍ଟ ବା ଏମଆରଏସଏ (MRSA) ବିରୋଧରେ ମଧ୍ୟ ପ୍ରଭାବଶାଳୀ ହୁଏ ।[୪] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ।, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଗଲୁ, ଜ୍ୱର ଏବଂ ଯକୃତ ସମସ୍ୟା ହୋଇପାରେ ।[୪] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୫] ଏହା ଏକ ଗ୍ଲାଇକୋପେପ୍ଟାଇଡ୍, ବିଶେଷ ଭାବରେ ଏକ ଲାଇପୋଗ୍ଲାଇକୋପେପ୍ଟାଇଡ ଏବଂ ଭାନକୋମାଇସିନ ସହିତ ସମତୁଲ ।[୪] ବ୍ୟାକ୍ଟେରିଆକୁ ସେମାନଙ୍କର ନିଜସ୍ୱ କୋଷ କାନ୍ଥ ତିଆରିକୁ ପ୍ରତିରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।[୧]
୨୦୧୪ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓରିଟାଭାନସିନ ଅନୁମୋଦିତ ହୋଇଥିଲା ।[୪] [୧] ଯୁକ୍ତରାଷ୍ଟ୍ରରେ ଚିକିତ୍ସାର ଏକ ଅନୁକ୍ରମର ଖର୍ଚ୍ଚ ପ୍ରାୟ ୩୦୦୦ ଡଲାର ଅଟେ ।[୬] ଏହା ୨୦୨୧ ସୁଦ୍ଧା ଯୁକ୍ତରାଜ୍ୟ କିମ୍ବା ୟୁରୋପରେ ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୭]