![]() | |
Clinical data | |
---|---|
Trade names | Dipentum |
Synonyms | Olsalazine sodium |
AHFS/Drugs.com | monograph |
MedlinePlus | a601088 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Protein binding | 99% |
Elimination half-life | 0.9 hours |
Identifiers | |
ECHA InfoCard | 100.116.494 |
Chemical and physical data | |
Formula | C14H10N2O6 |
Molar mass | ୩୦୨.୨୪ g·mol−1 |
3D model (JSmol) | |
| |
| |
(verify) |
ଓଲସାଲାଜାଇନ (ଇଂରାଜୀ ଭାଷାରେ Olsalazine), ଅନ୍ୟମାନଙ୍କ ମଧ୍ୟରେ ଡିପେଣ୍ଟମ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ୍ୟ ଯାହା ଅଲସେରଟିଭ୍ କୋଲାଇଟିସ୍ ଏବଂ କ୍ରୋନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ସଲଫାସାଲାଜାଇନ ଯାହାର ଦେହରେ ଯାଏନି, ସେହି ଲୋକମାନଙ୍କ ପାଇଁ ଏହା ବ୍ୟବହୃତ ହୁଏ ।[୨] ଏହାକୁ ପାଟିରେ ବଟିକା ବା କ୍ୟାପସୁଲ୍ ଆକାରରେ ଦିଆଯାଏ ।[୪] ଯଦି ଆବଶ୍ୟକ ହୁଏ, କ୍ୟାପସୁଲରେ ଥିବା ପଦାର୍ଥ ସବୁ ଖାଦ୍ୟ ଉପରେ ସିଞ୍ଚନ କରାଯାଇପାରେ ।[୪]
ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ ଅନୁଭବ ଓ ଦୃତ ହୃଦ୍ଗତି ହୋଇପାରେ କିନ୍ତୁ ଏହା କ୍ୱଚିତ ହୁଏ ।[୪] ଅନ୍ୟାନ୍ୟ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ବୁକୁଜ୍ୱାଳା, ଥକ୍କାଣ ଓ ମୁଣ୍ଡବଥା ହୋଇପାରେ ।[୨] ବୃକ୍କ ସମସ୍ୟା ଥିଲେ ସତର୍କ ରହିବାକୁ ହୁଏ ।[୪] ବୃହଦନ୍ତ୍ରରେ ଏହା ମେସାଲାଜିନରେ ପରିଣତ ହୋଇ କାମ କରେ ।[୩] ସାଇକ୍ଲୋଅକ୍ସିଜେନେଜ ଓ ଲାଇପୋଅକ୍ସିଜେନେଜ ଦ୍ୱୟକୁ ମେସାଲାଜିନ ପ୍ରତିରୋଧ କରେ ।[୨]
୧୯୯୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓଲସାଲାଜାଇନ୍ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସରେ ଏହା ପିଛା ପ୍ରାୟ ୧୫୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୬୦୦ ଡଲାର ଅଟେ ।[୫]
{{cite book}}
: CS1 maint: date format (link)