କମାର | |
---|---|
Native to | ଭାରତ |
ଅଞ୍ଚଳ | ମଧ୍ୟପ୍ରଦେଶ, ଛତିଶଗଡ଼ |
ମାତୃଭାଷୀ | [୧] |
ଇଣ୍ଡୋ-ୟୁରୋପୀୟ
| |
ଭାଷା କୋଡ୍ | |
ISO ୬୩୯-୩ | keq |
ଗ୍ଲୋଟୋଲୋଗ | kama1350 |
କମାର ହେଉଛି ଏକ ଇଣ୍ଡିକ ଭାଷା ଯାହା କେନ୍ଦ୍ରୀୟ ଭାରତର କମାର ଆଦିବାସୀ ଲୋକମାନଙ୍କଦ୍ୱାରା କଥିତ ହୋଇଥାଏ । ଏହା ଦୁଇଟି ଜିଲ୍ଲା, ଗୋଟିଏ ମଧ୍ୟପ୍ରଦେଶ ଏବଂ ଗୋଟିଏ ଛତିଶଗଡ଼ରେ କଥିତ ।
୨୦୦୩ ମସିହାରେ, କମାର ଭାଷାଭାଷୀ ମାନଙ୍କ ସଂଖ୍ୟା ପ୍ରାୟ ୪୦,୦୦୦ ଲୋକ ବୋଲି ଆକଳନ କରାଯାଇଥିଲା । ଭାଷା ବର୍ଗୀକରଣ ଅନୁଯାୟୀ, କମାର ଆର୍ଯ୍ୟ ଗୋଷ୍ଠୀ ସମୂହ ଅଟନ୍ତି ।
କମାର ଏକ ଭାରତୀୟ ଜାତି ଅଟେ । ଏହି ଜାତି ମୁଖ୍ୟତଃ ଓଡ଼ିଶାରେ ଦେଖିବାକୁ ମିଳିଥାନ୍ତି । କମାର ସମ୍ପ୍ରଦାୟ ବଙ୍ଗଳାର ଶ୍ରମିକ ଜାତି ସହିତ ସମାନ ଅଟନ୍ତି ।[୩][୪] ଓଡ଼ିଶାରେ କମାରମାନେ ଅନ୍ୟ ପଛୁଆ ବର୍ଗ ସଂଖ୍ୟାଲଘୁ ଗୋଷ୍ଠୀର ଅଟନ୍ତି ।[୫]