କାବୋଜାଣ୍ଟିନିବ Pronunciation ka" boe zan' ti nib[ ୨] Trade names Cometriq, Cabometyx, others Synonyms XL184, BMS907351 AHFS /Drugs.com monograph MedlinePlus a613015 data
Pregnancy category Routes of administration By mouth Legal status
Protein binding ≥99.7% Metabolism Liver (CYP3A4 -mediated)Elimination half-life 110 hours Excretion Feces (54%), urine (27%)
N -(4-((6,7-Dimethoxyquinolin-4-yl)oxy)phenyl)-N' -(4-fluorophenyl)cyclopropane-1,1-dicarboxamide
ECHA InfoCard 100.221.147 Formula C 28 H 24 F N 3 O 5 Molar mass ୫୦୧.୫୧ g·mol−1 3D model (JSmol )
O=C(C1(CC1)C(NC2=CC=C(F)C=C2)=O)NC(C=C3)=CC=C3OC4=C(C=C(OC)C(OC)=C5)C5=NC=C4
InChI=1S/C28H24FN3O5/c1-35-24-15-21-22(16-25(24)36-2)30-14-11-23(21)37-20-9-7-19(8-10-20)32-27(34)28(12-13-28)26(33)31-18-5-3-17(29)4-6-18/h3-11,14-16H,12-13H2,1-2H3,(H,31,33)(H,32,34)
Key:ONIQOQHATWINJY-UHFFFAOYSA-N
କାବୋଜାଣ୍ଟିନିବ, ଅନ୍ୟମାନଙ୍କ ମଧ୍ୟରେ ବିକ୍ରୟ ନାମ କୋମେଟ୍ରିକ (Cometriq) ଏବଂ କାବୋମରଟିକ୍ସ (Cabometyx), ଏକ ଔଷଧ ଯାହା ମେଡୁଲାରୀ ଥାଇରଏଡ କର୍କଟ, ବୃକ୍କ କୋଷ କର୍କଟ ଏବଂ ହେପାଟୋସେଲୁଲାର୍ କର୍କଟ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [ ୯] [ ୧୦] ଏହା ଉନ୍ନତ ରୋଗ କିମ୍ବା ଅନ୍ୟାନ୍ୟ ଚିକିତ୍ସାରେ ବିଫଳ ହୋଇଥିବା କ୍ଷେତ୍ରରେ ବ୍ୟବହୃତ ହୁଏ । [ ୧୧] ଏହା ପାଟିରେ ଦିଆଯାଏ | [ ୧୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଥକାପଣ, ଉଚ୍ଚ ରକ୍ତଚାପ, ବାନ୍ତି, ଏବଂ ଓଜନ ହ୍ରାସ ହୁଏ । [ ୧୦] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ଫିଷ୍ଟୁଲା, ରକ୍ତ ଜମାଟ ବାନ୍ଧିବା, ଯକୃତ ସମସ୍ୟା ଏବଂ ରିଭର୍ସିବଲ୍ ପୋଷ୍ଟୋରିଅର୍ ଲ୍ୟୁକୋଏନସେଫାଲୋପାଥି ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ। [ ୧୧] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [ ୧୧] ଏହା ଏମଇଟ, (MET), ଭିଇଜିଏଫଆର (VEGFR), ଏବଂ ଏଏକ୍ସଏଲ (AXL)ମାନଙ୍କର ଟାଇରୋସିନ୍ କାଇନେଜ ଇନହିବିଟର । [ ୧୧]
୨୦୧୨ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୪ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ କାବୋଜାଣ୍ଟିନିବ ଅନୁମୋଦିତ ହୋଇଥିଲା [ ୯] [ ୧୦] ୨୦୨୧ରେ ଯୁକ୍ତରାଜ୍ୟରେ ୬୦ମିଗ୍ରା ଔଷଧର ଏକ ମାସର ମୂଲ୍ୟ ୫୧୫୦ ପାଉଣ୍ଡ ଥିଲା । [ ୧୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୨,୬୦୦ ଡଲାର ଅଟେ । [ ୧୩]
↑ "Cabozantinib Use During Pregnancy" . Drugs.com . 30 March 2020. Archived from the original on 3 December 2020. Retrieved 23 September 2020 .
↑ "Cabozantinib" . LiverTox: Clinical and Research Information on Drug-Induced Liver Injury . National Institute of Diabetes and Digestive and Kidney Diseases. 2012. Archived from the original on 11 January 2022. Retrieved 29 December 2021 .
↑ "Cometriq EPAR" . European Medicines Agency (EMA) . Archived from the original on 2 October 2018. Retrieved 23 September 2020 .
↑ "Cabometyx EPAR" . European Medicines Agency (EMA) . Archived from the original on 4 August 2020. Retrieved 23 September 2020 .
↑ "Cabozantinib tablet (Cabometyx) UK Summary of Product Characteristics" . UK Electronic Medicines Compendium. September 2016. Archived from the original on 2019-06-23. Retrieved 2021-10-05 .
↑ "Cabozantinib capsule (Cometriq) UK Summary of Product Characteristics (SPC) - (eMC)" . UK Electronic Medicines Compendium. November 2016. Archived from the original on 2019-06-23. Retrieved 2021-10-05 .
↑ "Cabometyx- cabozantinib tablet" . DailyMed . 21 July 2020. Archived from the original on 29 October 2020. Retrieved 23 September 2020 .
↑ "Cometriq- cabozantinib kit Cometriq- cabozantinib capsule" . DailyMed . 11 February 2020. Archived from the original on 29 October 2020. Retrieved 23 September 2020 .
↑ ୯.୦ ୯.୧ "Cometriq EPAR" . European Medicines Agency (EMA) . Archived from the original on 2 October 2018. Retrieved 23 September 2020 .
↑ ୧୦.୦ ୧୦.୧ ୧୦.୨ "DailyMed - CABOMETYX- cabozantinib tablet" . dailymed.nlm.nih.gov . Archived from the original on 29 October 2020. Retrieved 29 December 2021 .
↑ ୧୧.୦ ୧୧.୧ ୧୧.୨ ୧୧.୩ ୧୧.୪ "DailyMed - CABOMETYX- cabozantinib tablet" . dailymed.nlm.nih.gov . Archived from the original on 29 October 2020. Retrieved 29 December 2021 .
↑ BNF 81: March-September 2021 . BMJ Group and the Pharmaceutical Press. 2021. p. 1017. ISBN 978-0857114105 .
↑ "Cabometyx Prices, Coupons & Patient Assistance Programs" . Drugs.com (in ଇଂରାଜୀ). Archived from the original on 4 March 2021. Retrieved 29 December 2021 .