କାମାକ୍ଷା ପ୍ରସାଦ ସିଂହଦେଓ | |
---|---|
କାମାକ୍ଷା ପ୍ରସାଦ ସିଂହଦେଓ | |
କାମାକ୍ଷା ପ୍ରସାଦ ସିଂହଦେଓ କଲିକତା ସାଇନ୍ସ ସିଟି ପରିଦର୍ଶନରେ | |
ସଦସ୍ୟ: ରାଜ୍ୟ ସଭା ଏବଂ ୪ର୍ଥ, ୭ମ, ୮ମ, ୧୦ମ, ୧୧ଶ ଓ ୧୩ଶ ଲୋକ ସଭା | |
ନିର୍ବାଚନ ମଣ୍ଡଳୀ | ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | କଲିକତା, ପଶ୍ଚିମ ବଙ୍ଗ | ୬ ଅଗଷ୍ଟ ୧୯୪୧
ରାଜନୀତିକ ଦଳ | କଂଗ୍ରେସ |
ଜୀବନ ସାଥୀ | କ୍ରିଷ୍ଣା ଦେବୀ |
ସନ୍ତାନ | ୨ ପୁଅ ଏବଂ ୩ ଝିଅ |
ଘର | ଢେଙ୍କାନାଳ |
୧୭ ମଇ, ୨୦୧୨ ସୁଦ୍ଧା ଆଧାର: [୧] |
କାମାକ୍ଷା ପ୍ରସାଦ ସିଂହଦେଓ (ଜନ୍ମ: ୬ ଅଗଷ୍ଟ ୧୯୪୧) ଜଣେ ଭାରତୀୟ ରାଜନେତା । ସେ ଭାରତର ସଂସଦରେ ରାଜ୍ୟ ସଭା ଏବଂ ୪ର୍ଥ, ୭ମ, ୮ମ, ୧୦ମ, ୧୧ଶ ଓ ୧୩ଶ ଲୋକ ସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ସେ ପ୍ରଥମେ ୧୯୬୭ ମସିହାରେ ୪ର୍ଥ ଲୋକ ସଭାକୁ ସ୍ୱତନ୍ତ୍ର ପାର୍ଟି ତରଫରୁ ନିର୍ବାଚିତ ହୋଇଥିଲେ ।[୧] ସେ ଭାରତୀୟ ରାଜନୀତିରେ ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ ଏବଂ ବର୍ତ୍ତମାନ ସେ କଂଗ୍ରେସ ଦଳର ଜଣେ ସଭ୍ୟ । ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ମଧ୍ୟ କିଛିଦିନ କର୍ଯ୍ୟ କରିଥିଲେ ।[୨][୩]
ତାଙ୍କୁ ୧୯୭୧ ମସିହାରେ କ୍ଷେତ୍ରୀୟ ସେନାରେ ନିଯୋଗ କରାଯାଇଥିଲା ଏବଂ ୧୯୯୪ରେ ସେ ଅତି ବିଶିଷ୍ଟ ସେବା ମେଡାଲରେ ପୁରସ୍କୃତ କରାଯାଇଥିଲା ।[୪][୫] ସେ ଭାରତର ରାଷ୍ଟ୍ରପତିଙ୍କର ସୁରକ୍ଷା ଦାୟିତ୍ୱରେ ମଧ୍ୟ ରହିଥିଲେ ।[୬]
Singh Deo had won the Dhenkanal seat on Swatantra party ticket first time in 1967
Singh Deo replaced Jaydev Jena, who also resigned on January 24, as the Orissa Pradesh Congress Committee chief
Kamakhya Prasad Singh Deo is the president of the Orissa Pradesh Congress Committee
As a Lieutenant Colonel, he was awarded Ati Vishisht Seva Medal in 1994[permanent dead link]
Brigadier KP Singh Deo served in the TA and was also awarded the Ati Vishisht Seva Medal (AVSM).
Brig KP Singh Deo and Brig PS Rathore have been ADCs to the President of India