କାମ୍ବେ ରାଜ୍ୟ ખંભાત રિયાસત खंभात रियासत | |||||
Princely State of the British Raj | |||||
| |||||
Flag | |||||
![]() | |||||
History | |||||
• | Established | 1730 | |||
• | Indian independence | 1948 | |||
Area | |||||
• | 1901 | ୯୦୬ km2 (୩୫୦ sq mi) | |||
Population | |||||
• | 1901 | ୭୫,୧୨୨ | |||
Density | ୮୨.୯ /km2 (୨୧୪.୮ /sq mi) | ||||
![]() {{cite encyclopedia}} : Invalid |ref=harv (help)
|
କାମ୍ବେ ରାଜ୍ୟ ବ୍ରିଟିଶ ଶାସନ ସମୟରେ ଥିବା ଏକ ଭାରତୀୟ ରାଜକୀୟ ରାଜ୍ୟ । ଏହାର ରାଜଧାନୀ ଖମ୍ବାତ ସହରରେ ଥିଲା । ବର୍ତ୍ତମାନର ଗୁଜରାଟର ଏହି ସହର ଉତ୍ତରରେ କଇରା ଜିଲ୍ଲା ଓ ଦକ୍ଷିଣରେ କାମ୍ବେ ସମୁଦ୍ର ପ୍ରଣାଳୀ ଅବସ୍ଥିତ ।
1730 ମସିହାରେ ମୋଗଲ ସମ୍ବ୍ରାଜ୍ୟର ବିଲୁପ୍ତ ଅବସ୍ଥା ଆସିଥିବା ବେଳେ ଶେଷ ନବାବ ମିର୍ଜା ଜଫର ମୁମିନ ଖାଁ I ଗୁଜରାଟର ମୋଗଲ ଗଭର୍ନର ଥିଲେ । ସେ ତାଙ୍କର ଭିଣୋଇ ତଥା ଖମଭାତର ଶାସକ ନିଜାମ ଖାଁଙ୍କୁ 1742ରେ ଯୁଦ୍ଧରେ ପରାସ୍ତ କରି ନିଜକୁ ସେଠାରେ ସ୍ଥାପିତ କରିଥିଲେ ।
1780 ମସିହାରେ କାମ୍ବେକୁ ଗୋଡାର୍ଡ ରିଚାର୍ଡଙ୍କ ନେତୃତ୍ୱରେ ବ୍ରିଟିଶମାନେ ଅଧିକାର କରିନେଇଥିଲେ ।କିନ୍ତୁ ପରେ 1783ରେ ତାହାକୁ ମରାଠା ମାନଙ୍କ ସହ ରାଜିନାମା କରି ପ୍ରଦାନ କରିଥିଲେ ଓ ତାହା ବ୍ରିଟିଶ ମାନଙ୍କ କରଦ ରାଜ୍ୟ ହେଇ ରହିଥିଲା । ଶେଷରେ ଏହାକୁ ବସେଇନ ରାଜିନାମାଦ୍ୱାରା ପେଶୱାଙ୍କଦ୍ୱାରା 1803ରେ ଇଂରେଜ ମାନଙ୍କୁ ପ୍ରଦାନ କରାଯାଇଥିଲା ।[୧]1901 ମସିହାରେ କାମ୍ବେକୁ ବ୍ରିଟିଶ ମାନଙ୍କଦ୍ୱାରା ରେଳପଥ ସଂଯୋଗ ଦିଆ ଯାଇଥିଲା ।[୨] କାମ୍ବେର ସ3ଏଷ ଶାସକ ରାଜ୍ୟକୁ 1948 ମସିହାରେ ଭାରତୀୟ ରାଜ୍ୟ ସଂଘ ସହ ସମ୍ମିଶ୍ରଣ କରିଦେଇଥିଲେ । [୩]
କାମ୍ବେ ରାଜ୍ୟର ଶାସକମାନେ "ନବାବ " ବାବାରେ ପରିଚିତ ଥିଲେ ଓ ସେମାନେ 11-ତୋପ ସଲାମର ଅଧିକାର ପ୍ରାପ୍ତ ହେଇଥିଲେ ।[୪][ଆଧାର ଲୋଡ଼ା]