![]() | |
![]() | |
Clinical data | |
---|---|
Pronunciation | /kəˌripˈrəziːn/ |
Trade names | Vraylar (US), Reagila (EU) |
Synonyms | RGH-188 |
AHFS/Drugs.com | monograph |
Pregnancy category |
|
Routes of administration | By mouth (capsules) |
Legal status | |
Legal status | |
Pharmacokinetic data | |
Bioavailability | High |
Protein binding | 91–97% |
Metabolism | Liver via CYP3A4 and to a lesser extent CYP2D6 |
Metabolites | Desmethylcariprazine |
Elimination half-life | 2–5 days (2–3 wks for active metabolite, desmethylcariprazine) |
Excretion | Urine (21%), bile |
Identifiers | |
| |
Chemical and physical data | |
Formula | C21H32Cl2N4O |
Molar mass | ୪୨୭.୪୧ g·mol−1 |
3D model (JSmol) | |
| |
|
୍ଟ
କାରିପ୍ରାଜାଇନ, ବିକ୍ରୟ ନାମ ବ୍ରାଏଲ୍, ଏକ ଆଟିପିକାଲ ଆଣ୍ଟିସାଇକୋଟିକ ଔଷଧ ଯାହା ସିଜୋଫ୍ରେନିଆ ଏବଂ ବାଇ ପୋଲାର ଡିଜଅର୍ଡର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୪] ଏହା ପାଟିରେ ଦିଆଯାଏ । [୪] ୱେଲ୍ସରେ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ । [୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗତିବିଧି ବ୍ୟାଘାତ, ବୁକୁଜ୍ୱାଳା, ନିଦ୍ରାଳୁ ଭାବ ଏବଂ ଅସ୍ଥିରତା ହୋଇପାରେ । [୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନ୍ୟୁରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ, ଟାର୍ଡିଭ୍ ଡିସକାଇନେସିଆ, ମଧୁମେହ, ଓଜନ ବୃଦ୍ଧି, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଠିଆ ହେବା ସମୟରେ ନିମ୍ନ ରକ୍ତଚାପ ଏବଂ ବାତ ହୋଇପାରେ। [୪] ଡିମେନ୍ସିଆ ଥିବା ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ମୃତ୍ୟୁ ଆଶଙ୍କା ଅଧିକ ଥାଏ। [୪] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୬] ଏହା ମୁଖ୍ୟତଃ ଡୋପାମାଇନ୍ ଏବଂ ସେରୋଟୋନିନ୍ ରିସେପ୍ଟର ଉପରେ କାର୍ଯ୍ୟ କରିଥାଏ | [୭]
୨୦୧୫ରେ ଆମେରିକାରେ ଏବଂ ୨୦୧୭ରେ ୟୁରୋପରେ ଚିକିତ୍ସା ପାଇଁ କାରିପ୍ରାଜାଇନ୍ ବ୍ୟବହାର ଅନୁମୋଦିତ ହୋଇଥି ଲା। [୭][୪] ଯୁକ୍ତରାଜ୍ୟରେ ଏହାର ୪ ସପ୍ତାହ ଚିକିତ୍ସାର ଖର୍ଚ୍ଚ ୨୦୨୧ରେ ୮୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୧,୨୫୦ ଡଲାର । [୮]