Clinical data | |
---|---|
Trade names | Duratocin, Pabal, Lonactene, others |
Synonyms | (2-O-Methyltyrosine)deamino-1-carbaoxytocin; Deamino-2-O-methyltyrosine-1-carbaoxytocin; 1-Butanoic acid-2-(O-methy-L-tyrosine)-1-carbaoxytocin; 1-butyric acid-2-[3-(4-methoxyphenyl)-L-alanine]oxytocin |
AHFS/Drugs.com | Micromedex Detailed Consumer Information |
Routes of administration | Intravenous, intramuscular |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 80% (IM) |
Elimination half-life | 85–100 minutes[୧] |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ECHA InfoCard | 100.048.450 |
Chemical and physical data | |
Formula | C45H69N11O12S |
Molar mass | ୯୮୮.୧୭ g·mol−1 |
3D model (JSmol) | |
| |
| |
(what is this?) (verify) |
କାର୍ବେଟୋସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବ୍ୟବସାୟୀକ ନାମ ପାବଲ, ଏକ ଔଷଧ ଯାହାକି ପ୍ରସବପର ଅତ୍ୟଧିକ ରକ୍ତସ୍ରାବ, ବିଶେଷତଃ ସିଜରିଆନ ସେକସନ ଅପରେଶନ ପରେ ହେଉଥିବା ରକ୍ତସ୍ରାବକୁ ରୋକିବା ପାଇଁ ବ୍ୟବହୃତ ହୁଏ, । [୨] ଏହା ଅକ୍ସିଟୋସିନ୍ ଭଳି କାମ କରୁଥିବା ପରି ଜଣାଯାଏ | [୩] ଅନ୍ୟ ବିକଳ୍ପ ତୁଳନାରେ ଏହାର ଅଧିକ ଦାମ ରହୁଥିବାରୁ ଏନଏଚଏସ ସ୍କଟଲ୍ୟାଣ୍ଡ ଏହାକୁ ବ୍ୟବହାର କରିବାକୁ ସୁପାରିଶ କରେନି | [୪] ଏହା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକନ ଆକାରରେ ଦିଆଯାଏ | [୫]
ଆଦୌ ଚିକିତ୍ସା ନ କଲେ ବା କୌଣସି ବିଶେଷ ଚିକିତ୍ସା କିମ୍ବା ପ୍ଲାସେବୋଠାରୁ ଭିନ୍ନ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ନାହିଁ |[୩] ଅପସ୍ମାର କିମ୍ବା ଏକ୍ଲାମ୍ପସିଆ ରୋଗୀଙ୍କଠାରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ। [୨] ଅକ୍ସିଟୋସିନର ଏକ ଦୀର୍ଘ କାର୍ଯ୍ୟକାରୀ ଆକାର ରୂପେ କାର୍ବେଟୋସିନ ନିର୍ମିତ | [୫] ଏହା ଅକ୍ସିଟୋସିନ ରିସେପ୍ଟରକୁ ସକ୍ରିୟ କରିବାଦ୍ୱାର ଜରାୟୁର ସଙ୍କୋଚନ ବୃଦ୍ଧି ପାଇଥାଏ | [୬] [୫]
୧୯୭୪ ମସିହାରେ କାର୍ବେଟୋସିନ ବିଷୟ ପ୍ରଥମେ ବର୍ଣ୍ଣନା କରାଯାଇଥିଲା |[୭] କାନାଡା ଏବଂ ଯୁକ୍ତରାଜ୍ୟରେ ୧୯୯୭ ମସିହାରେ ଚିକିତ୍ସା ପାଇଁ ଏହାର ବ୍ୟବହାରକୁ ଅନୁମୋଦିତ ହୋଇଥିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ତାଲିକାର ଅଛି । [୮] ଯୁକ୍ତରାଜ୍ୟରେ ୨୦୧୮ ସୁଦ୍ଧା ଏନଏଚଏସକୁ ଏହା ନିମନ୍ତେ ୧୮ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଛି | [୨] ଭୂମଣ୍ଡଳ ସ୍ତରରେ ଏହାର ମୂଲ୍ୟ 8ରୁ 40 ପାଉଣ୍ଡ ମଧ୍ୟରେ ଥାଏ | [୫] ଏହା ଆମେରିକା କିମ୍ବା ଜାପାନରେ ଉପଲବ୍ଧ ନୁହେଁ | [୯] [୫]