ଫାଇଲ:KCargo logo.jpg | |
ପ୍ରକାର | Division |
---|---|
ଶିଳ୍ପ | Express Logistics |
ପ୍ରତିଷ୍ଠିତ ସ୍ଥାନ | 2010 |
Defunct | 2013 |
ମୁଖ୍ୟ କାର୍ଯ୍ୟାଳୟ | Mumbai, Maharashtra |
Area served | India |
ପ୍ରମୁଖ ବ୍ୟକ୍ତି |
|
ମୂଳ ସଂସ୍ଥା | Kingfisher Airlines (defunct) |
ୱେବ୍ସାଇଟ୍ | http://kingfisherxpress.com |
କିଙ୍ଗ ଫିଶର ଏକ୍ସପ୍ରେସ, ଏକ କାର୍ଗୋ ବିତରଣ ସେବା । ଏହା କିଙ୍ଗ ଫିଶର ବିମାନ ସେବା କମ୍ପାନୀ ତରଫରୁ ଆରଭକରାଯାଇଥିଲା ଓ ଏହା ଭାରତର ସର୍ବପ୍ରଥମ ଗୃହରେ ଦେଲିଭରି ଦିଆଯାଉଥିବା କାର୍ଗୋ ପରିବହନ ସେବା ଥିଲା । [୧]
ଦେଶର 8ଟି ମେଟ୍ରୋ ସହର , ଯଥା , ମୁମ୍ବାଇ , ଦିଲ୍ଲୀ , କଲିକତା , ଚେନ୍ନଇ , ବାଙ୍ଗାଲୋରେ , ହାଇଦରାବାଦ , ଅହମଦାବାଦ ଓ କୋଚିନଠାରୁ କର୍ଗୋ ନେଇ ତାକୁ ବିମାନଦ୍ୱାରା ଭାରତରେ କିଙ୍ଗ ଫିଶର ବିମାନ ସେବା ଥିବା 22ଟି ସହର ସମୂହ[୨]କୁ ସେହି ଦିନ[୩] ପହଞ୍ଚାଇ ଗୃହରେ ଦେଲିଭରି ଦେବାର ବ୍ୟବସ୍ଥା କରାଯାଇଥିଲା । ଏହି ସେବା ବହୁଳ ଭାବରେ ଆଦୃତ ହେଇଥିଲା । [୪] ସାଂପ୍ରତିକ କିଙ୍ଗ ଫିଶର ବିମାନ ସେବା ବନ୍ଦ ହେଇଯାଇଥିବାରୁ ଏହି ସେବା ମଧ୍ୟ ସ୍ଥଗିତ ରହିଛି ।