କିରଣ ଭାର୍ଗବ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୭ - ଏବେଯାଏଁ |
ବୈବାହିକ-ସାଥୀ | ଅଭୟ ଭାର୍ଗବ |
ସନ୍ତାନ | ଅଙ୍କିତା ଭାର୍ଗବ ପଟେଲ |
କିରଣ ଭାର୍ଗବ ଜଣେ ଭାରତୀୟ ଅଭିନେତ୍ରୀ । ତାଙ୍କ ଝିଅ ଅଙ୍କିତା ଭାର୍ଗବ ପଟେଲ ଓ ଜ୍ୱାଇଁ କରଣ ପଟେଲ ଅଭିନୟ ଦୁନିଆରେ ସକ୍ରିୟ ଅଛନ୍ତି । ସେ ଜୀ ଟିଭିରେ ପ୍ରସାରିତ ହିନ୍ଦୀ ଧାରାବାହିକ କୁମ୍କୁମ୍ ଭାଗ୍ୟରେ ଦଲଜିତ୍ କୌର୍ (ରଣବୀରଙ୍କ ଜେଜେମା) ଭୂମିକାରେ ଅଭିନୟ କରିଥିଲେ । ଅନ୍ୟତମ ଜଣାଶୁଣା ହିନ୍ଦୀ ଧାରାବାହିକ ପ୍ରେମ ବନ୍ଧନରେ, ସେ ପ୍ରେମଲତା ଶାସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ ।[୧] ସେ ଜଣେ ପ୍ରଶିକ୍ଷଣପ୍ରାପ୍ତ କଥକ ନୃତ୍ୟଶିଳ୍ପୀ ଏବଂ ୧୯୭୬ ମସିହାରୁ ପଦ୍ମ ବିଭୂଷଣ ପଣ୍ଡିତ ବିର୍ଜୁ ମହାରାଜଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ।[୨]
ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଚେନାଲ୍ | ଭୂମିକ |
---|---|---|---|
୧୯୯୭-୧୯୯୮ | ଜଞ୍ଜିରେଁ | ଜୀ ଟିଭି | |
୧୯୯୮-୧୯୯୯ | ଲକୀରେଁ | ||
୧୯୯୮-୨୦୦୦ | ନ୍ୟାୟ | ଡିଡି ମେଟ୍ରୋ | |
୨୦୦୧-୨୦୦୩ | ଶଗୁନ୍ | ||
୨୦୦୦ | ଅର୍ଥ | ଜୀ | |
୨୦୦୨ | ପିୟା କା ଘର୍ | ||
୨୦୦୩ | ଦହଲୀଜ୍ | ଡିଡି ୧ | |
୨୦୦୬-୨୦୦୯ | ସ୍ତ୍ରୀ ତେରୀ କାହାନୀ | ||
୨୦୦୫ | ସତୀ | ସାହାରା ୱାନ୍ | |
୨୦୦୭ | ମେଁ ତେରି ପର୍ଛାଇ ହୁଁ | ||
୨୦୦୮ | ସୁଜାତା | ||
୨୦୦୯ | ଭାଗ୍ୟବିଧାତା | କଲର୍ସ୍ | |
୨୦୧୦ | ଅଗ୍ଲେ ଜନମ ମୋହେ ବିଟିୟା ହି କିଜୋ | ||
୨୦୧୧ | ଶାଶ୍ ବିନା ଶଶୁରାଲ୍ | ସୋନୀ ଟିଭି | |
୨୦୧୨ | ୟାହାଁ ମେଁ ଘର ଘର ଖେଲି | ଜୀ ଟିଭି | |
୨୦୧୨ | ଦିଲ୍ ସେ ଦି ଦୁଆ... ସୌଭାଗ୍ୟବତୀ ଭବ? | ଲାଇଫ୍ ଓକେ | |
୨୦୧୨ | ଦିୟା ଔର୍ ବାତି ହମ୍ | ଷ୍ଟାର୍ ପ୍ଲସ୍ | |
୨୦୧୩ | ରିସ୍ତୋଁ କେ ଭନ୍ୱର ମେଁ ଉଲ୍ଝି ନିୟତି | ସାହାରା ୱାନ୍ | |
୨୦୧୪ | ଇତି ସି ଖୁସି | ସୋନି ଟିଭି | |
୨୦୧୬ | ମେରି ଶାଶୁ ମାଆ | ଜୀ ଟିଭି | |
୨୦୧୭ | ୟେ ହୈ ମୋହବତେଁ | ଶୋଭା ଭେଙ୍କଟେଶ | |
୨୦୧୯-୨୦୨୨ | କୁମ୍କୁମ୍ ଭାଗ୍ୟ | ଦିଦା | |
୨୦୦୩ | ପ୍ରେମ ବନ୍ଧନ | ଦଙ୍ଗଲ ଟିଭି | ପ୍ରେମଲତା ଶାସ୍ତ୍ରୀ[୩] |
୨୦୨୦ | ନାଗିନ୍ ୫ | ଜୟାର ଜେଜେମା' | |
୨୦୨୧-୨୦୨୩ | ସିନ୍ଦୂର୍ କି କମତ୍ | ଅନ୍ନପୂର୍ଣ୍ଣା ଅୱସ୍ତି |