ପଦ୍ମଶ୍ରୀ
କୈଳାଶ ଚନ୍ଦ୍ର ମେହେର |
---|
 |
ଜନ୍ମ | (1954-01-22) ୨୨ ଜାନୁଆରୀ ୧୯୫୪ (ବୟସ ୭୧)
|
---|
ଶିକ୍ଷା | ସ୍ନାତକ (ଚିତ୍ରକଳା) |
---|
ଶିକ୍ଷାନୁଷ୍ଠାନ | ଶାନ୍ତିନିକେତନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ |
---|
ବୃତ୍ତି | ଚିତ୍ରଶିଳ୍ପୀ |
---|
ବୈବାହିକ-ସାଥୀ | ଲକ୍ଷ୍ମୀ ମେହେର |
---|
ସନ୍ତାନ | ପ୍ରକାଶ, ଜୟନ୍ତ |
---|
କୈଳାଶ ଚନ୍ଦ୍ର ମେହେର (ଜନ୍ମ: ୧୯୫୪) ଜଣେ ଶିଳ୍ପୀ । ସେ ଟସର ନିର୍ମିତ ବସ୍ତ୍ର ଉପରେ ଫେବ୍ରିକ ରଙ୍ଗ ସାହାଯ୍ୟରେ ଚିତ୍ର ଅଙ୍କନ କରିଥାଆନ୍ତି ।
- ପଦ୍ମଶ୍ରୀ, ୨୦୧୩[୧]
- ଓଡ଼ିଶା ଲିଭିଂ ଲିଜେଣ୍ଡ ପୁରସ୍କାର (କଳା ଓ ସଂସ୍କୃତି), ୨୦୧୩[୨]
- ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର, ୧୯୮୫ ଓ ୧୯୭୯
- ଶିଳ୍ପ ଗୁରୁ, ୨୦୦୯
- ଜାତୀୟ ସମ୍ମାନ, ୧୯୮୬
- ଇଉନେସ୍କୋ ପୁରସ୍କାର, ୨୦୦୪
- ବିଶ୍ୱକର୍ମା ପୁରସ୍କାର, ୧୯୯୭
- କଳାମଣି ପୁରସ୍କାର, ୧୯୯୧ (ହରିଆଣା ମୁଖ୍ୟମନ୍ତ୍ରୀଙ୍କ ନିକଟରୁ)
- କୋଶଳ ରତ୍ନ, ୨୦୦୫
ଓଡ଼ିଶାର ପଦ୍ମ ବିଜେତା |
---|
ପଦ୍ମ ବିଭୂଷଣ | |
---|
ପଦ୍ମ ଭୂଷଣ | |
---|
ପଦ୍ମଶ୍ରୀ | ୧୯୫୦-୧୯୬୯ | |
---|
୧୯୭୦-୧୯୭୯ | |
---|
୧୯୮୦-୧୯୯୯ | |
---|
୨୦୦୦-୨୦୦୯ | |
---|
୨୦୧୦-୨୦୧୯ | |
---|
୨୦୨୦-୨୦୨୪ | |
---|
୨୦୨୫-୨୦୨୯ | |
---|
|
---|
†ଜନ୍ମସ୍ଥାନ ଓଡ଼ିଶା, #ପ୍ରତ୍ୟାଖ୍ୟାନ କରିଥିଲେ |