କୋବିମେଟିନିବ Pronunciation KOH -bim-ET -i-nib Trade names Cotellic Synonyms GDC-0973, XL-518 AHFS /Drugs.com monograph MedlinePlus a615057 data
Pregnancy category Routes of administration By mouth (tablets )[ ୧] Legal status
AU : S4 (Prescription only)
CA : ℞-only
UK : POM (Prescription only)
US : ℞-only [ ୧]
EU : Rx-only [ ୨]
℞ (Prescription only)
Bioavailability reported from 28%[ ୩] to 46%[ ୧] Protein binding 95%[ ୧] Metabolism Intestinal and low liver clearance (mostly CYP3A4 oxidation and UGT2B7 glucuronidation)[ ୧] [ ୩] Elimination half-life 44 hours (mean)[ ୧] Excretion Feces (76–77%), urine (17.9–18%) (after oral and IV administration)[ ୧] [ ୪]
(S )-[3,4-Difluoro-2-(2-fluoro-4-iodophenylamino)phenyl] [3-hydroxy-3-(piperidin-2-yl)azetidin-1-yl] methanone
Formula C 21 H 21 F 3 I N 3 O 2 Molar mass ୫୩୧.୩୨ g·mol−1 3D model (JSmol )
C1CCN[C@@H](C1)C2(CN(C2)C(=O)C3=C(C(=C(C=C3)F)F)NC4=C(C=C(C=C4)I)F)O
InChI=1S/C21H21F3IN3O2/c22-14-6-5-13(19(18(14)24)27-16-7-4-12(25)9-15(16)23)20(29)28-10-21(30,11-28)17-3-1-2-8-26-17/h4-7,9,17,26-27,30H,1-3,8,10-11H2/t17-/m0/s1
Key:BSMCAPRUBJMWDF-KRWDZBQOSA-N
କୋବିମେଟିନିବ ( ଇଂରାଜୀ ଭାଷାରେ Cobimetinib) , ଅନ୍ୟମାନଙ୍କ ମଧ୍ୟରେ କୋଟେଲିକ ବେପାର ନାମରେ ବିକ୍ରି ହେଉଛି, ଏକ ଔଷଧ ଯାହା ମେଲାନୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[ ୧] ନିର୍ଦ୍ଦିଷ୍ଟ ଭାବରେ ଏହା ବିଆରଏଏଫ ଭି୬୦୦କେ (BRAF V600E) କିମ୍ବା ଭି୬୦୦କେ (V600K) ମ୍ୟୁଟେସନ୍ ସହିତ ଆଗେଇ ଯାଇଥିବା ରୋଗ ପାଇଁ ବ୍ୟବହୃତ ହୁଏ ।[ ୧] ଏହା ଭେମୁରାଫେନିବ ସହିତ ଏକତ୍ର ବ୍ୟବହୃତ ହୁଏ ।[ ୧] ଯୁକ୍ତରାଜ୍ୟରେ ଏହାର ବ୍ୟବହାରକୁ ସୁପାରିଶ କରାଯାଏ ନାହିଁ ।[ ୫] ଏହା ପାଟିରେ ଦିଆଯାଏ ।[ ୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ରାସ, ଅଇ, ଜ୍ୱର, ଆତପଦାହ, ଯକୃତ ସମସ୍ୟା କିମ୍ବା ମାଂସପେଶୀ ନଷ୍ଟ ହୋଇପାରେ ।[ ୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, କାର୍ଡ଼ିଓମାୟୋପାଥି ଏବଂ ରେଟିନା ଶିରା ଅବରୋଧ ହୋଇପାରେ ।[ ୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[ ୧] ଏହା ଏକ ଏମଇକେ (MEK) ପ୍ରତିରୋଧକ ।[ ୧]
୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ କୋବିମେଟିନିବ ଅନୁମୋଦିତ ହୋଇଥିଲା ।[ ୧] [ ୨] ଯୁକ୍ତରାଜ୍ୟରେ ୪ ସପ୍ତାହର ଚିକିତ୍ସା ପାଇଁ ୨୦୨୧ ସୁଦ୍ଧା ୪୨୭୫ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[ ୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୩୦୦ ଡଲାର ଅଟେ ।[ ୬]
↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Cotellic- cobimetinib tablet, film coated" . DailyMed . 5 November 2019. Archived from the original on 4 August 2020. Retrieved 19 October 2020 .
↑ ୨.୦ ୨.୧ ୨.୨ "Cotellic" . Archived from the original on 20 January 2021. Retrieved 6 January 2022 .
↑ ୩.୦ ୩.୧ Takahashi RH, Choo EF, Ma S, Wong S, Halladay J, Deng Y, et al. (January 2016). "Absorption, Metabolism, Excretion, and the Contribution of Intestinal Metabolism to the Oral Disposition of [14C]Cobimetinib, a MEK Inhibitor, in Humans" . Drug Metabolism and Disposition . 44 (1): 28–39. doi :10.1124/dmd.115.066282 . PMID 26451002 .
↑ Choo E, Takahashi R, Rooney I, Gates M, Deng A, Musib L (January 30, 2014). "Abstract B160: Assessing Human Absorption, Metabolism, Routes of Excretion and the Contribution of Intestinal Metabolism to the Oral Clearance of Cobimetinib, a MEK Inhibitor". Molecular Cancer Therapeutics . 12 (11 Supplement): B160. doi :10.1158/1535-7163.TARG-13-B160 .
↑ ୫.୦ ୫.୧ BNF 81: March-September 2021 . BMJ Group and the Pharmaceutical Press. 2021. p. 1019. ISBN 978-0857114105 .
↑ "Cotellic Prices, Coupons & Patient Assistance Programs" . Drugs.com (in ଇଂରାଜୀ). Archived from the original on 26 January 2021. Retrieved 6 January 2022 .