କୋୟନା ନଦୀ

Koina River
ଦେଶ ଭାରତ
ରାଜ୍ୟ ଓଡ଼ିଶା, ଝାଡ଼ଖଣ୍ଡ
Source
 - location ଭାଁଗାଓଁ, ଓଡ଼ିଶା
Mouth
 - location ଦକ୍ଷିଣ କୋଏଲ ନ‌ଦୀ
Length ୮୩ km (୫୨ mi)

କୋୟନା ନଦୀ (English: Koina River) ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଅଞ୍ଚଳକୁ ଓଡ଼ିଶାରୁ ପ୍ରବାହିତ ଏକ ନଦୀ []

ଓଡ଼ିଶାର ଭାଁଗାଓଁ ଅଞ୍ଚଳରୁ ଉପ୍ପତି ହୋଇ ଏହି ନଦୀ ଦକ୍ଷିଣ କୋଏଲ ନଦୀରେ ମିଳିତ ହେବା ଆଗରୁ ୮୩ କିଲୋମିଟର ପ୍ରବାହିତ ହେଇଥାଏ । ଏହା ସରଣ୍ଡା ଜଙ୍ଗଲ ଅଞ୍ଚଳ ଦେଇ ଯାଇଥାଏ ।[]

ଏହି ଅଞ୍ଚଳର ଅଧିକାଂଶ ନଦୀ ଗ୍ରୀଷ୍ମ ଋତୁରେ ଶୁଖିଲା ହେଇଯାଉଥିଲେ ମଧ୍ୟ ଏହି ନଦୀରେ ଜଳ ପ୍ଲାବନ ଥାଏ, କାରଣ ଏଥିରେ ବହୁଳ ସଂଖ୍ୟାରେ ନାଳର ପତନ ହେଇଥାଏ । []

ଆଧାର 

[ସମ୍ପାଦନା]
  1. "West Singhbhum district of Jharkhand". River System. District administration. Retrieved 2010-04-20.
  2. "Animals choke on toxic water". The Telegraph, 26 April 2005. Retrieved 2010-04-20.
  3. "The West Singhbhum District" (PDF). Archived from the original (PDF) on 2011-07-13. Retrieved 2010-04-20.