ଡଃ କ୍ଷମା ମେତ୍ରେ | |
---|---|
ଜନ୍ମ | ନାଗପୁର, ମହାରାଷ୍ଟ୍ର, ଭାରତ | ୨୫ ଜୁନ ୧୯୫୦
ବୃତ୍ତି(ସମୂହ) | ଗ୍ରାମାଞ୍ଚଳ ଉନ୍ନତି ନେତ୍ରୀ, ଓ ଶିଶୁରୋଗ ବିଶେଷଜ୍ଞ |
ପ୍ରସିଦ୍ଧି | ଚିନ୍ମୟ ଅର୍ଗାନାଇଜେସନ୍ ଫର୍ ରୁରାଲ୍ ଡେଭେଲୋପ୍ମେଣ୍ଟ୍ (CORD) |
ପିତାମାତା | ୱମନ୍ ବାପୁଜୀ ମେତ୍ରେ ଶାନ୍ତାବାଈ ମେତ୍ରେ |
ପୁରସ୍କାର | ପଦ୍ମଶ୍ରୀ ଗାର୍ଡିଆନ୍ ଆନ୍ତର୍ଜାତୀୟ ଉନ୍ନତି ସଫଳତା ସମ୍ମାନ ନୀନା ସିବାଲ୍ ସମ୍ମାନ ସଦ୍ଗୁରୁ ଗୁଣାନନ୍ଦ ସମ୍ମାନ ଜାତୀୟ ମହିଳା କମିଶନ୍ ସମ୍ମାନ ଦି ୱିକ୍ ବର୍ଷର ମହିଳା ଓଜସ୍ୱିନୀ ଶିଖର ସେବା ଅଳଙ୍କରଣ ସମ୍ମାନ |
ଡଃ କ୍ଷମା ମେତ୍ରେ, ଲୋକପ୍ରିୟ ଭାବେ ଡାକ୍ତର ଦିଦି ଭାବେ ଜଣାଶୁଣା,[୧] ଜଣେ ଭାରତୀୟ ଗ୍ରାମାଞ୍ଚଳ ଉନ୍ନତି ନେତ୍ରୀ ଓ ଶିଶୁରୋଗ ବିଶେଷଜ୍ଞ, ଯେ ୧୯୮୫ରୁ ଚିନ୍ମୟ ଅର୍ଗାନାଇଜେସନ୍ ଫର୍ ରୁରାଲ୍ ଡେଭେଲପ୍ମେଣ୍ଟ୍କୁ ନେତୃତ୍ୱ କରିଆସୁଛନ୍ତି ଓ ସେ ଏହି ଅନୁଷ୍ଠାନର ଜାତୀୟ ନିର୍ଦ୍ଦେଶକଭାବେ କାମ କରନ୍ତି ।[୨]. ଏହି ଅନୁଷ୍ଠାନ ଭାରତର ଗ୍ରାମାଞ୍ଚଳରେ କାମ କରେ ।[୩][୪] ସେ ମଧ୍ୟ ଏହି ଅନୁଷ୍ଠାନର ଯୁକ୍ତରାଷ୍ଟ୍ର ଆମେରିକା ଶାଖାରେ କାମ କରନ୍ତି । ସେ ୨୦୧୨ରେ ଗାର୍ଡିଆନ୍ ଆନ୍ତର୍ଜାତୀୟ ଉନ୍ନତି ସଫଳତା ସମ୍ମାନ ପାଇଥିଲେ ।[୫] ସେ ମଧ୍ୟ ୧୯୯୩ରେ ଦି ୱିକ୍ ବର୍ଷର ମହିଳା ଭାବେ ସମ୍ମାନିତ ହୋଇଥିଲେ ।[୬] ଭାରତ ସରକାର ୨୦୦୮ରେ ତାଙ୍କୁ ଚତୁର୍ଥ ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।[୭]