![]() | |
Clinical data | |
---|---|
Trade names | Dostinex, others |
AHFS/Drugs.com | monograph |
data |
|
Pregnancy category |
|
Routes of administration | Oral |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | First-pass effect seen; absolute bioavailability unknown |
Protein binding | Moderately bound (40–42%); concentration-independent |
Metabolism | Hepatic, predominately via hydrolysis of the acylurea bond or the urea moiety |
Elimination half-life | 63–69 hours (estimated) |
Excretion | Urine (22%), feces (60%) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.155.380 |
Chemical and physical data | |
Formula | C26H37N5O2 |
Molar mass | ୪୫୧.୬୨ g·mol−1 |
3D model (JSmol) | |
| |
| |
![]() ![]() |
କ୍ୟାବରଗୋଲିନ, ଅନ୍ୟମାନଙ୍କ ମଧ୍ୟରେ ବେପାର ନାମ ଡୋଷ୍ଟିନେକ୍ସ, ଏକ ଔଷଧ ଯାହା ଉଚ୍ଚ ରକ୍ତ ପ୍ରୋଲାକ୍ଟିନ୍, ଅଳ୍ପ କେତେକ କ୍ଷେତ୍ରରେ ପାର୍କିନ୍ସନ୍ ପାଇଁ ଏବଂ କ୍ଷୀର ଉତ୍ପାଦନ କମ କରିବା ପାଇଁ ବ୍ୟବହୃତ ହୁଏ । [୧] [୨] ଗର୍ଭାବସ୍ଥାର ବାହାରେ, କମ୍ ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଏହା ବ୍ରମୋକ୍ତିପ୍ଟିନ ଅପେକ୍ଷା ଅଧିକ ପସନ୍ଦ କରାଯାଏ । [୩] ଏହା ପାଟିରେ ଦିଆଯାଏ । [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା, ନିଦ୍ରା ଏବଂ କୋଷ୍ଠକାଠିନ୍ୟ ଅନ୍ତର୍ଭୁକ୍ତ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ଫାଇବ୍ରୋସିସ୍ ଏବଂ ଠିଆ ହେବା ସମୟରେ ନିମ୍ନ ରକ୍ତଚାପ ହୋଇପାରେ । [୩] ଗର୍ଭାବସ୍ଥାରେ ବ୍ୟବହାରର କ୍ଷତି ହେଉଥିବାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ, କିନ୍ତୁ ଏହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । [୪] ଏହା ଡୋପାମିନ ରିସେପ୍ଟରଗୁଡ଼ିକୁ ସକ୍ରିୟ କରେ ଓ ପ୍ରୋଲାକ୍ଟିନ ରିଲିଜ୍ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[୨]
୧୯୮୦ ମସିହାରେ କାବେରଗୋଲିନ୍ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୯୩ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ । [୨] ଯୁକ୍ତରାଜ୍ୟରେ ୧ ମିଗ୍ରାର ୨୦ଟି ଟାବଲେଟ୍ ପାଇଁ ୨୦୨୦ରେ ଏହାର ମୁଲ୍ୟ ପ୍ରାୟ ୬୫ ପାଉଣ୍ଡ ହୋଇଥାଏ ।[୬] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୭୨ ଡଲାର । [୭]