ଖଣ୍ଡପଡ଼ା ଗଡ଼ଜାତ ଅଞ୍ଚଳ (Khandpara State) ଖଣ୍ଡପଡ଼ା | |||||
ଗଡ଼ଜାତ ରାଜ୍ୟ of ବ୍ରିଟିଶ ଇଣ୍ଡିଆ | |||||
| |||||
Flag | |||||
![]() | |||||
History | |||||
• | Established | c. ୧୫୯୯ | |||
• | ରାଜ୍ୟମାନଙ୍କ ସହ ମିଶି ସଂଯୁକ୍ତ ଗଣରାଜ୍ୟ ଭାରତ ହେବାପରେ | ୧୯୪୮ | |||
Area | |||||
• | ୧୯୦୧ | ୬୩୨ km2 (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୬" । sq mi) | |||
Population | |||||
• | ୧୯୦୧ | ୭୭୯୨୯ | |||
Density | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୭" । /km2 (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୭" । /sq mi) | ||||
![]() {{cite encyclopedia}} : Invalid |ref=harv (help)
|
ଖଣ୍ଡପଡ଼ା ରାଜ୍ୟ ବ୍ରିଟିଶ ରାଜ ଅମଳରେ ଭାରତର ଏକ ଗଡ଼ଜାତ ଅଞ୍ଚଳ ଥିଲା । ବର୍ତ୍ତମାନ ଓଡ଼ିଶାପ୍ରଦେଶର ନୟାଗଡ଼ ଜିଲ୍ଲାରେ ଅବସ୍ଥିତ ।
ଖଣ୍ଡପଡ଼ା ରାଜ୍ୟର ଉତ୍ତର ସୀମାରେ ମହାନଦୀ ପ୍ରବାହିତ ହେଉଥିଲା । କାଳିଗିରି ନଦୀଠାରୁ କମେଇ ନଦୀ ପର୍ଯ୍ୟନ୍ତ ଏହାର ଶାସନ ସୀମା ପରିବ୍ୟାପ୍ତ ଥିଲା । ରାଜ୍ୟର ମୁଖ୍ୟ ସହର କଣ୍ଟିଲୋ ଥିଲା କିନ୍ତୁ ଏହାର ରାଜଧାନୀ ଖଣ୍ଡପଡ଼ାଠାରେ ଥିଲା ।[୧]
ରେବା ରାଜ୍ୟର ନୃପତିଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ଏହା ପ୍ରାରମ୍ଭରୁ ନୟାଗଡ଼ ରାଜ୍ୟର ଅଂଶ ବିଶେଷ ଥିଲା । ୧୫୯୯ରେ ଏକ ସ୍ୱତନ୍ତ୍ର ସାମ୍ରାଜ୍ୟ ଭାବେ ଯଦୁନାଥ ସିଂହ ମଙ୍ଗରାଜଙ୍କଦ୍ୱାରା ଅଲଗା ହୋଇଥିଲା । ସେ ଖଣ୍ଡପଡ଼ା ରାଜ୍ୟର ପ୍ରଥମ ଶାସକ ଥିଲେ ଯେ ଓଡ଼ିଶା ମହାରାଜାଙ୍କଠାରୁ 'ମଙ୍ଗରାଜ' ଉପାଧିରେ ଭୂଷିତ ହୋଇଥିଲେ ।[୨] ଶାସକମାନେ ବାଘେଲା ବା ବାଘେଲା ରାଜବଂଶର ରାଜପୁତ ଥିଲେ । ୧୯୪୮ ଜାନୁଆରୀ ୧ ତାରିଖରେ ଖଣ୍ଡପଡ଼ା ରାଜ୍ୟର ଶେଷ ରାଜା ଭାରତରେ ମିଶ୍ରଣ ପାଇଁ ଚୁକ୍ତି କରିଥିଲେ ।[୩]
ଖଣ୍ଡପଡ଼ା ରାଜ୍ୟର ଶାସକମାନେ ରାଜା ନାମରେ ଭୂଷିତ ଥିଲେ । ଖଣ୍ଡପଡ଼ା ରାଜ ପରିବାରର ପ୍ରତୀକ ଥିଲା ବାଘମୁଣ୍ଡ । ରାଜ୍ୟର ଜାତୀୟ ଚିହ୍ନ ପଡ଼ୋଶୀ ନୟାଗଡ଼ ରାଜ୍ୟ ସହ ସମାନ ଥିଲା ।[୪]