ଖଲିଦା ଅକ୍ତର କଳ୍ପନା |
---|
|
ଜାତୀୟତା | ବଙ୍ଗଳାଦେଶୀ |
---|
ବୃତ୍ତି | ଅଭିନେତ୍ରୀ |
---|
ସକ୍ରିୟ ବର୍ଷ | ୧୯୮୪–ଏବେଯାଏଁ |
---|
ପୁରସ୍କାର | ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର |
---|
ଖଲିଦା ଅକ୍ତର କଳ୍ପନା ଜଣେ ବଙ୍ଗଳାଦେଶୀ କଥାଚିତ୍ର ଅଭିନେତ୍ରୀ । [୧][୨] ସେ ଥିଏଟର, ମଡେଲିଂ[୩] ଏବଂ ନାଟକରେ ମଧ୍ୟ ଅଭିନୟ କରନ୍ତି ।[୪][୫] ସେ ୧୯୮୯ ମସିହାରେ ଦି ମାଷ୍ଟର ଅଫ୍ ଜିନ୍ସ୍ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[୬]
- ତିନ କନ୍ୟା (୧୯୮୫)
- ଢାକା ୮୬ (୧୯୮୬)
- ସନ୍ଧି (୧୯୮୭)
- ଦାୟୀ କେ? (୧୯୮୭)
- ଆଗମନ (୧୯୮୮)
- ବୀର ପୁରୁଷ (୧୯୮୮)
- ଜିନେର ବାଦଶା (୧୯୮୯)
- ବବି (୧୯୯୦)
- ପଦ୍ମା ମେଘନା ଯମୁନା (୧୯୯୧)
- ସନ୍ତ୍ରାସ (୧୯୯୧)
- ଲକ୍ଷ୍ମୀର ସଂସାର (୧୯୯୨)
- ଚାକର (୧୯୯୨)
- ଅନ୍ଧ ପ୍ରେମ (୧୯୯୩)
- ଦୋଲା (୧୯୯୩)
- କେୟାମତ ଥେକେ କେୟାମତ (୧୯୯୩)
- ବାବାର ଆଦେଶ (୧୯୯୫)
- ପାଲାବି କୋଥାୟ (୧୯୯୭)
- ଆନନ୍ଦ ଅଶ୍ରୁ (୧୯୯୭)
- ଲାଲ ବାଦଶା (୧୯୯୯)
- ଶିକାରୀ (୨୦୦୧)
- ବିଚ୍ଚୁ ବାହିନୀ (୨୦୦୧)
- ଜୁୟାଡ଼ୀ (୨୦୦୨)
- ଭାଲବାସା କାରେ କୟ (୨୦୦୨)
- ସାହସୀ ମାନୁଷ ଚାଇ (୨୦୦୩)
- ମେଘେର ପରେ ମେଘ (୨୦୦୪)
- ଲାଲ ସବୁଜ (୨୦୦୫)
- ଦାପଟ (୨୦୦୬)
- ସ୍ୱାମୀର ସଂସାର (୨୦୦୭)
- ଅସ୍ତ୍ରଧାରୀ ରାନା (୨୦୦୭)
- ବଉୟେର ଜ୍ୱାଲା (୨୦୦୭)
- ଏ ଚୋଖେ ଶୁଧୁ ତୁମି (୨୦୦୮)
- ଭାଲବାସାର ଦୁଶମନ (୨୦୦୮)
- ମେମ ସାହେବ (୨୦୦୮)
- ଆମାର ପ୍ରାଣେର ପ୍ରିୟା (୨୦୦୯)
- ସ୍ୱାମୀ ନିୟେ ଯୁଦ୍ଧ (୨୦୦୮)
- ପୃଥିବୀ ଟାକାର ଗୋଲାମ (୨୦୦୯)
- ସୂର୍ଯେର ମା ଜମିଦାର (୨୦୧୦)
- ଭାଲୋବାସଲେଇ ଘର ବାଁଧା ଯାୟ ନା (୨୦୧୦)
- ଗହୀନେ ଶବ୍ଦ (୨୦୧୦)
- ଅସ୍ତ୍ର ଛାଡ଼ୋ କଲମ ଧରୋ (୨୦୧୧)
- କୁସୁମ କୁସୁମ ପ୍ରେମ (୨୦୧୧)
- ତୋମାର ସୁଖଇ ଆମାର ସୁଖ (୨୦୧୨)
- ଡନ ନାମ୍ବାର ଓୟାନ (୨୦୧୨)
- ବାଂଲାଦେଶୀ (୨୦୧୨)
- ବୁକ ଫାଟେ ତୋ ମୁଖ ଫୁଟେ ନା (୨୦୧୨)
- ତୋମାରଇ ଆଛି ତୋମାରଇ ଥାକବ (୨୦୧୩)
- ୭୧ ଏର ଗେରିଲା (୨୦୧୩)
- ତୁଇ ଶୁଧୁ ଆମାର (୨୦୧୪)
- ଏମ୍ପ୍ଟି ପକେଟ୍
- ମ୍ୟାନ୍ ପାୱାର୍
- ଉରାଲ ପଙ୍ଖି ମୋନ
- ସୋନାଲୁ ଫୁଲ୍ ନିଲାଞ୍ଜନା
- ବୟାନ୍ନୋ ଗଲିର୍ ଏକ୍ ଗଲି
- ପାନି ଯୁଦ୍ୟୋ (ପ୍ୟାକେଜ୍)
- ରବେୟା
- ନକ୍ସି କଥାର ମ୍ୟାଥ୍ (ଟେଲିଫିଲ୍ମ)
- ବିନ୍ଦୁ ନୋୟ ବ୍ରିଟ୍ଟୋ
- ବନଫୁଲେର ଗ୍ରହଣ
ବର୍ଷ
|
ପୁରସ୍କାର
|
ବର୍ଗ
|
ଚଳଚ୍ଚିତ୍ର
|
ଫଳାଫଳ
|
୧୯୯୨
|
ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
|
ଶ୍ରେଷ୍ଠ ସହାୟକ ଅଭିନେତ୍ରୀ
|
ଦ ମାଷ୍ଟର ଅଫ୍ ଜିନ୍ସ୍
|
ବିଜୟୀ
|