ଗୀତାଞ୍ଜଳି ରାଓ | |
---|---|
ଜନ୍ମ | 1972 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଫିଲ୍ମ ନିର୍ଦ୍ଦେଶକ , ଅନିମେଟର |
ପ୍ରସିଦ୍ଧି | Printed Rainbow True Love Story |
ଗୀତାଞ୍ଜଳି ରାଓ ( ଜନ୍ମ ୧୯୭୨ ) ଜଣେ ଭାରତୀୟ ମହିଳା ମଞ୍ଚ ଅଭିନେତ୍ରୀ , ଆନିମେସନ କଳାକାର ଓ ଫିଲ୍ମ ନିର୍ମାତା ।
ଗୀତାଞ୍ଜଳି ମୁମ୍ବାଇସ୍ଥିତ J.J.Institute of Applied Artଠାରେ ପ୍ରାୟୋଗିକ କଳା ( Applied Art)ରେ ଡିଗ୍ରୀ ହାସଲ କରିଥିଲେ । ତାଙ୍କଦ୍ୱାରା ନିର୍ମିତ ଦୁଇଟି ଆନିମେସନ ଫିଲ୍ମ " Orange" ଓ " Printed Rainbow " ସମୁଦାୟ ୨୮ଟି ପୁରସ୍କାର ଲାଭ କରିଛି । ତାଙ୍କର ପ୍ରଥମ ଆନିମେସନ ଫିଲ୍ମ ଭାବରେ " Printed Rainbow " ଥିଲା ଓ ଏହା କୋଡାକ ପୁରସ୍କାର କ୍ୟାନ୍ସ ଫିଲ୍ମ ଉତ୍ସବରେ ପୁରସ୍କୃତ ହେଇଥିଲା । ମୁମ୍ବାଇଠାରେ ହେଇଥିବା ଫିଲ୍ମ ଉତ୍ସବରେ ଏହା golden Conch ବା ସୁବର୍ଣ୍ଣ ଶଙ୍ଖ ପୁରସ୍କାର ପାଇଥିଲା । l.[୧][୨]
ସେ କ୍ୟାନ୍ସ ଫିଲ୍ମ ଉତ୍ସବ ସହ ଅନେକ ଫିଲ୍ମ ସମାରୋହରେ ଜୁରୀ ଭାବରେ ନିଯୁକ୍ତ ହେଇଥିଲେ । [୩]୨୦୧୩ ମସିହାରେ ସେ " Shorts" ନାମକ ୫ଟି କ୍ଷୁଦ୍ର ଆନିମେସନ ଫିଲ୍ମର ଏକ ଧାରାବାହିକର ଏକ ଅଂଶ ନିର୍ଦ୍ଦେଶନା ଦେଇଥିଲେ । ଏହା ଅନୁରାଗ କାଶ୍ଯପଙ୍କଦ୍ୱାରା ନିର୍ମିତ ହେଇଥିଲା । [୪]
୨୦୧୪ ମସିହା କ୍ୟାନ୍ସ ଫିଲ୍ମ ଉତ୍ସବରେ ତାଙ୍କ ଆନିମେସନ ଫିଲ୍ମ " True Love Story " ମନୋନୀତ ହେଇଥିଲା । [୫][୬]