ଗୁରୁପ୍ରସାଦ |
---|
ଜନ୍ମ | ଗୁରୁପ୍ରସାଦ ରାମଚନ୍ଦ୍ର ଶର୍ମା (1972-11-02) ୨ ନଭେମ୍ବର ୧୯୭୨ (ବୟସ ୫୨)
|
---|
ବୃତ୍ତି(ସମୂହ) | କଥାଚିତ୍ର ନିର୍ଦ୍ଦେଶକ, ଲେଖକ, ପ୍ରଯୋଜକ, ଅଭିନେତା |
---|
ସକ୍ରିୟ ବର୍ଷ | ୨୦୦୬–ଏବେଯାଏଁ |
---|
ଗୁରୁପ୍ରସାଦ ରାମଚନ୍ଦ୍ର ଶର୍ମା (ମଞ୍ଚନାମ ଗୁରୁପ୍ରସାଦ) ଜଣେ ଭାରତୀୟ ଅଭିନେତା ତଥା କଥାଚିତ୍ର ନିର୍ଦ୍ଦେଶକ ଓ ମୁଖ୍ୟତଃ କନ୍ନଡ଼ କଥାଚିତ୍ର ଜଗତରେ କାମ କରନ୍ତି । ୨୦୦୬ ମସିହାରେ ମାତା ଜରିଆରେ ସେ ଜଣେ ନିର୍ଦ୍ଦେଶକ ଭାବରେ କନ୍ନଡ଼ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହି କଥାଚିତ୍ରଟି ସଫଳତା ପାଇବା ପରେ ସେ ତାଙ୍କର ୨ୟ କଥାଚିତ୍ର ଏଡ୍ଡେଲୁ ମଞ୍ଜୁନାଥର ନିର୍ମାଣ କରିଥିଲେ ।[୧] ପରଦାରେ ଜଣେ ବାସ୍ତବବାଦୀ ଅଭିନେତା ଭାବରେ ମଧ୍ୟ ସେ ଜଣାଶୁଣା ।[୨]
ବର୍ଷ
|
କଥାଚିତ୍ର
|
ଭାଷା
|
ମନ୍ତବ୍ୟ
|
ଆଧାର
|
୨୦୦୬
|
ମାତା
|
କନ୍ନଡ଼
|
ନିର୍ଦ୍ଦେଶନା ଆରମ୍ଭ
|
|
୨୦୦୯
|
ଏଡ୍ଡେଲୁ ମଞ୍ଜୁନାଥ
|
କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁତସ୍କାର ଉତ୍ସବରେ ଶ୍ରେଷ୍ଠ ଚିତ୍ରନାଟ୍ୟ ସମ୍ମାନ
|
|
୨୦୧୩
|
ଡିରେକ୍ଟରସ୍ ସ୍ପେଶାଲ୍
|
|
|
୨୦୧୭
|
ଇରାଡାନେ ସାଲା
|
|
|
୨୦୧୮
|
ଆଡେମା
|
|
[୩]
|
୨୦୨୦
|
ରଙ୍ଗନାୟକ
|
|
|
ବର୍ଷ
|
କଥାଚିତ୍ର
|
ଭୂମିକା
|
୨୦୦୬
|
ମାତା
|
|
୨୦୦୯
|
ଏଡ୍ଡେଲୁ ମଞ୍ଜୁନାଥ
|
ପୋଲିସ ଅଧିକାରୀ
|
୨୦୧୦
|
ମିଲାରି
|
|
୨୦୧୧
|
କାଲ୍ ମଞ୍ଜା
|
|
|
ହୁଦୁଗରୁ
|
ଓକିଲ
|
୨୦୧୩
|
ଡିରେକ୍ଟରସ୍ ସ୍ପେଶାଲ୍
|
ନିର୍ଦ୍ଦେଶକ
|
୨୦୧୩
|
ହ୍ୱିସିଲ୍
|
|
୨୦୧୪
|
କରୋଡ଼ପତି
|
|
୨୦୧୬
|
ଜିଗର୍ଥାନ୍ଦ
|
|
୨୦୧୮
|
ଅନନ୍ତୁ ଭର୍ସେସ୍ ନୁସ୍ରତ୍
|
|
୨୦୨୦
|
କୁଶକା
|
ଗ୍ୟାଙ୍ଗଷ୍ଟାର୍
|
୨୦୨୧
|
ବାଦବା ରାସ୍କେଲ୍
|
ପୂଜାରୀ
|
୨୦୨୨
|
ବଡି ଗଡ୍
|
ପୁଟ୍ଟନ୍ନା
|
ବର୍ଷ
|
କଥାଚିତ୍ର
|
ଭାଷା
|
ମନ୍ତବ୍ୟ
|
୨୦୧୧
|
ହୁଦୁଗରୁ
|
କନ୍ନଡ଼
|
|
୨୦୧୩
|
ହ୍ୱିସିଲ୍
|
|
୨୦୧୪
|
ସୁପର୍ ରଙ୍ଗା
|
|
ବର୍ଷ
|
କଥାଚିତ୍ର
|
ଭୂମିକା
|
ଚ୍ୟାନେଲ୍
|
ମନ୍ତବ୍ୟ
|
୨୦୧୪
|
ଥାକା ଧିମି ଥା ଡ୍ୟାନ୍ସିଂ ଷ୍ଟାର୍
|
ବିଚାରପତି
|
ଇଟିଭି କନ୍ନଡ଼
|
|
ବିଗ୍ ବସ୍ କନ୍ନଡ ୨
|
ପ୍ରତିଯୋଗୀ
|
ଷ୍ଟାର୍ ସୁବର୍ଣ୍ଣା
|
[୪][୫][୬]
|
୨୦୧୫
|
ପୁଟାନି ପନ୍ତ୍ରୁ ସିଜିନ୍ ୨
|
ବିଚାରପତି
|
|
୨୦୧୬
|
ଡ୍ୟାନ୍ସ କର୍ଣ୍ଣାଟକ ଡ୍ୟାନ୍ସ
|
ବିଚାରପତି
|
ଜୀ କନ୍ନଡ଼
|
|
୨୦୧୭-୨୦୧୮
|
ବର୍ଜାରୀ କମେଡ଼ି
|
ବିଚାରପତି
|
ଷ୍ଟାର୍ ସୁବର୍ଣ୍ଣା
|
[୭]
|