ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬[ ୩] - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ ।[ ୪] ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ , ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ଶ୍ରୀଗଣେଷ
ମହିଷମର୍ଦ୍ଦିନୀ
ଜନ୍ମାଷ୍ଟମୀ
ଶ୍ରୀଜଗନ୍ନାଥ
କପଟପାଶା
ଘରବରା ଦେଖା
ନ ପାହୁ ରାତି ନ ମରୁ ପତି
ଶ୍ରୀମତୀ ସମାର୍ଜନୀ
ଶ୍ରୀହରିଙ୍କ ସଂସାର
ପୂରାପୂରୀ ପାରିବାରିକ
ବିଭ୍ରାଟ
ଡାକ୍ତର ବାବୁ
ସହଧର୍ମିଣୀ (୧୯୪୧)
ପଞ୍ଚନାଟିକା (୧୯୯୩)
ନ ପାହୁ ରାତି (୧୯୭୧)
କପଟପଶା (୧୯୮୯)
ହାସ୍ୟରସର ନାଟକ (୧୯୮୧)
ବାବୁ ଚନ୍ଦ୍ରମଣି (୧୯୯୨)
ସେଇ ଫୁଲ [ ୫]
ଚନ୍ଦ୍ରମୁଖୀ(୧୯୯୩)
ଫେରିଆ [ ୭]
ଭରସା(୧୯୫୩)
ପରକଲମ(୧୯୫୪) [ ୮]
ଶଙ୍ଖା ସିନ୍ଦୁର(୧୯୫୫)
ଅର୍ଦ୍ଧାଙ୍ଗିନୀ(୧୯୫୬)
ନଷ୍ଟ ଉର୍ବଶୀ('ନଷ୍ଟ ଉର୍ବଶୀ'ର କଥାବସ୍ତୁ ଯେତିକି ଗ୍ରାମ ଆଉ ସହର ସହିତ ସଂପୃକ୍ତ ସେତିକି ପ୍ରେମ ଆଉ ପ୍ରବଂଛନା, ଦୈହିକ ଲୁଣ୍ଠନ ଆଉ ମାନସିକ ଆନୁଗତ୍ୟ ସହିତ । ଜଣେ ସରଳ ଗ୍ରାମ୍ୟ ବାଳିକାର ଏକ ଜଟିଳ ଭବିତବ୍ୟ ଭିତରେ ବଡ଼ ହୋଇ ଉଠିବାର ଏକ ବହୁକୋଣୀୟ ଅଭିଜ୍ଞତାହିଁ କାହାଣୀର ଉପଜୀବ୍ୟ । ନାଟ୍ୟକାର ନାଟକକୁ ତିନୋଟି ଅଙ୍କରେ ବିଭକ୍ତ କରିଛନ୍ତି । ପ୍ରଥମ ଅଙ୍କ ୫ଟି ଦୃଶ୍ୟ, ୨ୟ ଅଙ୍କ ୭ଟି ଦୃଶ୍ୟ, ୩ୟ ଅଙ୍କ ୧୧ଟି ଦୃଶ୍ୟ ସମ୍ବଳିତ ।)
↑ "Gopal Chhotray" . odisha.360.batoi.com . Retrieved 8 January 2013 . Gopal Chhotray was born on 1916 in Puranagarh village, Jagatsinghpur district.
↑ Patnaik, Prasanta (2008). "Flower that vanishes with the Author" . odisha.in . Archived from the original on 2016-09-16. Retrieved 13 September 2015 . Mausa left for his heavenly abode on 22nd January, 2003
↑ "ନାଟ୍ୟ ସାହିତ୍ୟର ଅନନ୍ୟ ବିନ୍ଧାଣି" . ସକାଳ. Archived from the original on 22 January 2021. Retrieved 22 January 2021 .
↑ http://www.loc.gov/acq/ovop/delhi/salrp/chhotray.html
↑ LCCN: 90902198, ଗ୍ରନ୍ଥମନ୍ଦିର, ୧୯୮୯, କଟକ
↑ "ପ୍ରଦକ୍ଷିଣ" . ଧରିତ୍ରୀ ସାହିତ୍ୟାୟାନ ମେ'୧୮-ଜୁନ ୧୦,୨୦୧୬ ପୃଷ୍ଠା ୭ . Retrieved 31 May 2016 .
↑ LCCN: 2001291559 , ଗ୍ରନ୍ଥମନ୍ଦିର, ୧୯୮୯, କଟକ (ମୂଳ ଲେଖା ୧୯୪୭)
↑ ଜନଶକ୍ତି ପୁସ୍ତକାଳୟ, ୧୯୮୪, କଟକ
↑ "Padma Awards" . General Administration, Govt. of Odisha. Retrieved 13 September 2015 .
↑ "The Hindu : Gangubai Hangal, Yesudas, Borde among awardees" . hindu.com . 2002. Archived from the original on 2 June 2009. Retrieved 8 January 2013 . Gopal Chhotray (literature, playwright, Jagatisinghpur, Orissa)
↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ" . ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 21 February 2020. Retrieved 22 January 2021 .
↑ "ଶାରଳା ପୁରସ୍କାର ବିଜେତାଙ୍କ ତାଲିକା" . Archived from the original on 2011-11-08. Retrieved 2011-10-01 .
↑ "ବିଷୁବ ପୁରସ୍କାର ବିଜେତା" (PDF) . ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 22 January 2021 .
ଓଡ଼ିଶାର ପଦ୍ମ ବିଜେତା
ପଦ୍ମ ବିଭୂଷଣ ପଦ୍ମ ଭୂଷଣ ପଦ୍ମଶ୍ରୀ
୧୯୫୦-୧୯୬୯ ୧୯୭୦-୧୯୭୯ ୧୯୮୦-୧୯୯୯ ୨୦୦୦-୨୦୦୯ ୨୦୧୦-୨୦୧୯ ୨୦୨୦-୨୦୨୪ ୨୦୨୫-୨୦୨୯
†ଜନ୍ମସ୍ଥାନ ଓଡ଼ିଶା, #ପ୍ରତ୍ୟାଖ୍ୟାନ କରିଥିଲେ
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା)
୧୯୫୮-୨୦୦୦ ୨୦୦୧-ଏବେଯାଏଁ
୧୯୮୦-୧୯୯୯ ୨୦୦୦-୨୦୧୯ ୨୦୨୦-ଏବେଯାଏଁ
ବିଷୁବ ପୁରସ୍କାର
୧୯୮୩–୨୦୦୦ ୨୦୦୧–ଏବେଯାଏଁ
କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
୧୯୯୦-୨୦୧୦ ୨୦୧୧- ଏପର୍ଯ୍ୟନ୍ତ ('ଓଡ଼ିଶା ସଂଗୀତ ନାଟକ ଏକାଡେମୀ' ପ୍ରଦତ୍ତ ସର୍ବୋଚ୍ଚ ସମ୍ମାନ)