ଗୌତମ ଗୁପ୍ତା | |
---|---|
ଜନ୍ମ | [୧] | ୧୩ ଅପ୍ରେଲ ୧୯୮୮
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ବୈବାହିକ-ସାଥୀ | ସ୍ମୃତି ଖାନ୍ନା (୨୦୧୭ – ଏବେଯାଏଁ) |
ସନ୍ତାନ | ୧[୨] |
ଗୌତମ ଗୁପ୍ତା ଜଣେ ଭାରତୀୟ ଅଭିନେତା ତଥା ମଡେଲ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ତାଙ୍କୁ ଶେଷ ଥର ପାଇଁ ଷ୍ଟାର ପ୍ଲସରେ ପ୍ରସାରିତ ବାଲାଜୀ ଟେଲିଫିଲ୍ମସଦ୍ୱାରା ନିର୍ମିତ ଦୂରଦର୍ଶନ ଧାରାବାହିକ କୁଛ୍ ତୋ ହୈ ତେରେ ମେରେ ଦରମିଆଁରେ କାମ କରିଥିଲେ ।[୩] ସେ ହେଲୋ ବ୍ରଦର୍, କାର୍ବନ, ୟଙ୍ଗରାଡା ଭଳି କଥାଚିତ୍ରରେ କାମ କରିବା ସହିତ ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ଗୋରେ ଅଭିନୟ କରିଥିଲେ ।
ଗୌତମଙ୍କ ପରିବାର କଥାଚିତ୍ର ଜଗତ ସହିତ ଜଡ଼ିତ । ତାଙ୍କ ବାପା ସୁଶୀଲ ଗୁପ୍ତା ଏକ ପ୍ରଡ଼କ୍ସନ କମ୍ପାନୀର ମାଲିକ ।[୪] ସେ ତାଙ୍କର ଜଣେ ବନ୍ଧୁଙ୍କ ପ୍ରରୋଚନାରେ ଅଭିନୟ ଶିଖିବା ଆରମ୍ଭ କରିଥିଲେ ।[୫] ୨୪ ନଭେମ୍ବର ୨୦୧୭ରେ ସେ ସ୍ମୃତି ଖାନ୍ନାଙ୍କୁ ବିବାହ କରିଥିଲେ, ଯିଏକି ତାଙ୍କ ସହିତ ମେରି ଆଶିକିରେ କାମ କରୁଥିଲେ ।[୨]