ଗ୍ଲାସଡେଗିବ![](//upload.wikimedia.org/wikipedia/commons/thumb/9/9d/Glasdegib.svg/220px-Glasdegib.svg.png) |
|
Trade names | Daurismo |
---|
Synonyms | PF-04449913 |
---|
AHFS/Drugs.com | monograph |
---|
MedlinePlus | a619004 |
---|
Pregnancy category |
- US: N (Not classified yet)
|
---|
|
Legal status |
|
---|
|
- 1-[(2R,4R)-2-(1H-Benzimidazol-2-yl)-1-methyl-4-piperidinyl]-3-(4-cyanophenyl)urea
|
ECHA InfoCard | 100.244.738 ![Edit this at Wikidata](//upload.wikimedia.org/wikipedia/commons/thumb/8/8a/OOjs_UI_icon_edit-ltr-progressive.svg/10px-OOjs_UI_icon_edit-ltr-progressive.svg.png) |
---|
|
Formula | C21H22N6O |
---|
Molar mass | ୩୭୪.୪୫ g·mol−1 |
---|
3D model (JSmol) | |
---|
CN1CCC(CC1C2=NC3=CC=CC=C3N2)NC(=O)NC4=CC=C(C=C4)C#N
|
InChI=1S/C21H22N6O/c1-27-11-10-16(24-21(28)23-15-8-6-14(13-22)7-9-15)12-19(27)20-25-17-4-2-3-5-18(17)26-20/h2-9,16,19H,10-12H2,1H3,(H,25,26)(H2,23,24,28)/t16-,19-/m1/s1 Key:SFNSLLSYNZWZQG-VQIMIIECSA-N
|
ଗ୍ଲାସଡେଗିବ (ଇଂରାଜୀ ଭାଷାରେ Glasdegib), ଡାଉରିସମୋ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ତୀବ୍ର ମାୟେଲଏଡ ଇଉକେମିଆ (AML) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] ଯେଉଁମାନେ ୭୫ ବର୍ଷରୁ ଅଧିକ ବୟସ୍କଙ୍କ ଭଳି ଇଣ୍ଟେନ୍ସିଭ୍ ଇଣ୍ଡେକ୍ସନ କେମୋଥେରାପି ସହ୍ୟ କରିପାରନ୍ତି ନାହିଁ, ସେମାନଙ୍କୁ ସାଇଟାରାବିନ ସହିତ ଗ୍ଲାସଡେଗିବ ଔଷଧ ଏକତ୍ର ଦିଆଯାଏ ।[୪] ଏହା ପାଟିଦ୍ୱାରା ନିଆଯାଏ | [୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଲାଲ ରକ୍ତ କଣିକା, ଥକ୍କାଣ, ରକ୍ତସ୍ରାବ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଯନ୍ତ୍ରଣା, ଅଇ, ଫୁଲା, ଅଣନିଶ୍ୱାସ, ପରିବର୍ତ୍ତିତ ସ୍ୱାଦ, କୋଷ୍ଠକାଠିନ୍ୟ ଏବଂ ରାସ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି ବିସ୍ତାର ଏବଂ ଅନୁର୍ବରତା ହୋଇପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଏକ ହେଜହଗ ପାଥୱେ ଇନହିବିଟର ଯାହା ସ୍ମୁଥେନଡ ପୁଷ୍ଟିସାରକୁ (SMO) ଅବରୋଧ କରିଥାଏ ।[୬] [୩]
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଗ୍ଲାସଡେଗିବ ଅନୁମୋଦିତ ହୋଇଥିଲା ।[୫] [୩] ଯୁକ୍ତରାଜ୍ୟରେ ଏହା ପିଛା ୨୦୨୧ ସୁଦ୍ଧା ପ୍ରତି ମାସରେ ୧୦୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୬] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୯୫୦୦ ଡଲାର ଏବଂ କାନାଡ଼ାରେ ପ୍ରାୟ ୧୭,୨୦୦ କାନାଡ଼ା ଡଲାର ଅଟେ ।[୭] [୮]
- ↑ "Glasdegib (Daurismo) Use During Pregnancy". Drugs.com. 14 December 2018. Archived from the original on 25 March 2020. Retrieved 25 March 2020.
- ↑ "Daurismo EPAR". European Medicines Agency (EMA). 28 April 2020. Archived from the original on 5 August 2020. Retrieved 25 September 2020.
- ↑ ୩.୦ ୩.୧ ୩.୨ "Daurismo". Archived from the original on 5 August 2020. Retrieved 3 December 2021.
- ↑ ୪.୦ ୪.୧ ୪.୨ ୪.୩ "Daurismo- glasdegib tablet, film coated". DailyMed. 26 November 2019. Archived from the original on 2 July 2019. Retrieved 25 March 2020.
- ↑ ୫.୦ ୫.୧ "Glasdegib Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 3 December 2021.
- ↑ ୬.୦ ୬.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1050. ISBN 978-0857114105.
- ↑ "Daurismo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 3 December 2021.
- ↑ "Drug: Glasdegib (Daurismo)" (PDF). Archived (PDF) from the original on 15 May 2021. Retrieved 3 December 2021.