'ଚତୁର୍ଥୀ' ଚନ୍ଦ୍ରପକ୍ଷର ଚତୁର୍ଥ ଦିବସ - ଚନ୍ଦ୍ରର ଚତୁର୍ଥ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ତୃତୀୟାର ପରବର୍ତ୍ତୀ ଓ ପଞ୍ଚମୀର ପୂର୍ବବର୍ତ୍ତୀ ତିଥି କୃଷ୍ଣ ପକ୍ଷର ଚତୁର୍ଥୀକୁ କୃଷ୍ଣା ଚତୁର୍ଥୀ ଓ ଶୁକ୍ଳ ପକ୍ଷର ଚତୁର୍ଥୀକୁ ଶୁକ୍ଳା ଚତୁର୍ଥୀ କୁହାଯାଇଥାଏ ।
In the month of 'Magh' (January) on the fourth day of Krishan Paksh, the Sankat-haran, Ganapati or Lord Ganesha is worshipped. This day is called 'Sakat Chauth'.