ଚନ୍ଦନ କର

ଚନ୍ଦନ କର
Background information
ଜନ୍ମ୧୬ ସେପ୍ଟେମ୍ବର ୧୯୮୧ କଟକ
ପେଷାଓଡ଼ିଆ ସିନେମା ଅଭିନେତା
କାର୍ଯ୍ୟକାଳ୨୦୦୬-ଏବେଯାଏଁ

ଚନ୍ଦନ କର ଭାରତର ଓଡ଼ିଶାରେ ଜଣେ ଜଣାଶୁଣା ଓଡ଼ିଆ ଅଭିନେତା । [] [] ସେ ୨୦୦୬ରେ ବାବୁ ଆଇ ଲଭ ୟୁ ସିନେମାରୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବିପକ୍ଷରେ ନିଜ କଥାଚିତ୍ର ଜୀବନ ଆରମ୍ଭ କରିଥିଲେ । [] [] []

ବାଲ୍ୟ ଜୀବନ

[ସମ୍ପାଦନା]

ଚନ୍ଦନ କର କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ରମାକାନ୍ତ କର ଜଣେ ସେବା ନିବୃତ ସରକାରୀ ଯନ୍ତ୍ରୀ ଅଟନ୍ତି । ସେ ଡି.ଏ.ଭି ପବ୍ଲିକ୍ ସ୍କୁଲ୍, ୟୁନିଟ୍-୪, ଭୁବନେଶ୍ୱରରେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ଚନ୍ଦନ ୨୦୦୩ ମସିହାରେ ଇଲେକ୍ଟ୍ରୋନିକ୍ସ୍ ଆଣ୍ଡ୍ ଟେଲିକମ୍ୟୁନିକେସନ୍ ଡିପାର୍ଟମେଣ୍ଟ୍ରେ ଓଡ଼ିଶା ଇଞ୍ଜିନିୟରିଂ କଲେଜରୁ ବିଟେକ୍ରେ ସ୍ନାତକ ଉପାଧି ହାସଲ କରିଛନ୍ତି ।

କର୍ମ ଜୀବନ

[ସମ୍ପାଦନା]

ଚନ୍ଦନ କର ପେଷାରେ ଜଣେ ସପ୍ଟବେର୍ ଇଞ୍ଜିନିୟର । ସେ ଏକ ବହୁରାଷ୍ଟ୍ରିୟ ଆଇ.ଟି କମ୍ପାନିରେ କାର୍ଯ୍ୟରତ ।

ସିନେମା

[ସମ୍ପାଦନା]

ଟେଲିଭିଜନ

[ସମ୍ପାଦନା]

ମାନ ସମ୍ମାନ

[ସମ୍ପାଦନା]
ବର୍ଷ ପୁରସ୍କାର ବିଭାଗ ଚଳଚ୍ଚିତ୍ର ପରିଣାମ
୨୦୦୬ ଓମ୍ ଶ୍ରୀ ପୁରସ୍କାର ନବାଗତ ଅଭିନେତା - ପୁରୁଷ ବାବୁ ଆଇ ଲଭ ୟୁ ଜିତିଛନ୍ତି
୨୦୦୬ ଶୁଭମ୍ ପୁରସ୍କାର ନବାଗତ ଅଭିନେତା - ପୁରୁଷ ବାବୁ ଆଇ ଲଭ ୟୁ ଜିତିଛନ୍ତି
୨୦୦୯ ମୁନ୍ ଟିଭି ପୁରସ୍କାର ଖଳନାୟକ ଚରିତ୍ର - ପୁରୁଷ ''ମତେ ଆଣିଦେଲ ଲକ୍ଷେ ଫଗୁଣ'' ଜିତିଛନ୍ତି
  1. "Ollywood Actor Chandan". www.oscarflicks.com. Archived from the original on 2012-04-26. Retrieved 2011-12-25.
  2. "Wel Come To Orissa". www.welcomeorissa.com. Archived from the original on 2008-12-23. Retrieved 2011-12-01.
  3. "Chandan as debutant in the Superhit blockbuster". odiacinemaworld.blogspot.com. Retrieved 2011-12-15.
  4. "Chandan featured along with actress Archita in the movie Babu I Love You". ollywood-actor-actress.blogspot.com. Retrieved 2011-12-12.
  5. "List of movies of the Ollywood heartthrob Actor Chandan". www.orissabarta.com. Archived from the original on 2012-04-26. Retrieved 2011-10-12.
  6. "'ମହର୍ଷି' ପରେ 'କଳାପାହାଡ଼'". ପ୍ରମେୟ. 16 February 2022. p. 6. Archived from the original on 6 January 2023. Retrieved 6 January 2023.
  7. "ନୂଆ ଅବତାର". ଧରିତ୍ରୀ. No. ଭୁବନେଶ୍ୱର. 8 June 2023. p. ୨୧. Archived from the original on 3 October 2023. Retrieved 3 October 2023.

ବାହାର ଆଧାର

[ସମ୍ପାଦନା]