ଜାତୀୟ ରାଜପଥ 63 | ||||
---|---|---|---|---|
Route information | ||||
Length: | 460 km (୨୯୦ mi) | |||
Major junctions | ||||
From: | Nizamabad, Telangana | |||
To: | Jagdalpur, Chhattisgarh | |||
Highway system | ||||
|
ଜାତୀୟ ରାଜପଥ 63 ( ଭାରତ ) (ପୂର୍ବରୁ ଜାତୀୟ ରାଜପଥ 16 ଥିଲା ),ଏକ ଭାରତୀୟ ଜାତୀୟ ରାଜପଥ ।ଏହାର ସମୁଦାୟ ଦୈର୍ଘ୍ୟ 460 କିଲୋମିଟର ଓ ଏହା ତେଲେଙ୍ଗନା ରାଜ୍ୟର ନିଯମାବଦ ସହ ଛତିଶଗଡ଼ ରାଜ୍ୟର ଜଗଦଳପୁର ସହ ସଂଯୁକ୍ତ କରେ ।[୧] ଏହି ରାଜପଠା ଭାରତୀୟ ରାଜ୍ୟ ମହାରାଷ୍ଟ୍ର ମଧ୍ୟ ଦେଇ ମଧ୍ୟ ଯାଇଥାଏ । [୨]
କାରିମନଗରଠାରେ ଏହି ରାଜପଥ ଗୋଦାବରୀ ନଦୀକୁ ଅତିକ୍ରମ କରେ । ମହାରାଷ୍ଟ୍ର ସୀମା ନିକଟରେ ଏହା ପ୍ରାଣହିତ ନଦୀ ଓ ଇନ୍ଦ୍ରାବତୀ ନଦୀ ଉପରେ ଯାଇଥାଏ ।
{{cite web}}
: Cite has empty unknown parameter: |1=
(help)